ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କରିଥିବା ସ୍ଥାନୀୟ ଲୋକମାନେ ଆଜି ମୁଣ୍ଡନ ହୋଇ ଦଶାହ ପାଳୁଛନ୍ତି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜୀବନ ହାରିଥିବା ଯାତ୍ରୀଙ୍କ ଆତ୍ମାର ଶାନ୍ତି ଓ ସଦଗତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ବାହାନଗାରେ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଚାଲିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Odisha
ବାହାନଗା ଟ୍ରେନ୍ ଦୁର୍ଘଟଣା ମୃତକଙ୍କ ଆଜି ଦଶାହ
ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି। ସେଥିପାଇଁ ଦୁର୍ଘଟଣାରେ ଉଦ୍ଧାର କରିଥିବା ସ୍ଥାନୀୟ ଲୋକମାନେ ଆଜି ମୁଣ୍ଡନ ହୋଇ ଦଶାହ ପାଳୁଛନ୍ତି।

Odisha
ଏକ କ୍ୱିଣ୍ଟାଲ୍ ଘିଅରେ ହେବ ଯଜ୍ଞ
ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି।

Odisha
'ମୋ ଲୁହ ଝରାଇ ଦେଇଥିବା ରିପୋର୍ଟିଂ'
ଦୁର୍ଘଟଣାରେ କିଏ ନିଜ ପିଲାକୁ ହରାଇ ମର୍ମାହତ ଥିଲା ତ କିଏ ଶବର ପାହାଡ଼ ଭିତରେ ଅଣ୍ଡାଳୁ ଥିଲା ନିଜ ମଥା ସିନ୍ଦୂର। ଆଉ ଏହାରି ଭିତରେ ଛାତିକୁ ପଥର କରି ଘଟଣାସ୍ଥଳରୁ ବିଟ୍ ବାଏ ବିଟ୍ ଖବର ସଂଗ୍ରହ କରୁଥିଲେ ଆମ ପ୍ରତିନିଧି।

Odisha
ବାହାନଗାରେ ସର୍ବଧର୍ମ ପ୍ରାର୍ଥନା ସଭା
ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଂଜଳି।