ଦୁର୍ଘଟଣାରେ କିଏ ନିଜ ପିଲାକୁ ହରାଇ ମର୍ମାହତ ଥିଲା ତ କିଏ ଶବର ପାହାଡ଼ ଭିତରେ ଅଣ୍ଡାଳୁ ଥିଲା ନିଜ ମଥା ସିନ୍ଦୂର। ଆଉ ଏହାରି ଭିତରେ ଛାତିକୁ ପଥର କରି ଘଟଣାସ୍ଥଳରୁ ବିଟ୍ ବାଏ ବିଟ୍ ଖବର ସଂଗ୍ରହ କରୁଥିଲେ ଆମ ପ୍ରତିନିଧି। ଆପଣଙ୍କ ପାଖରେ ଦେଶର ବଡ଼ ଟ୍ରେନ ଟ୍ରାଜେଡ଼ିର ପ୍ରତିଟି ଅପଡେଟ ପହଞ୍ଚାଇବା ଥିଲା ଏକମାତ୍ର ଲକ୍ଷ୍ୟ। ଆଉ ଏହି ଦାୟିତ୍ୱ ତୁଲାଇବା ବେଳେ ଘଟଣାସ୍ଥଳର ପରିସ୍ଥିତି ରିପୋର୍ଟରଙ୍କ ଆଖିରୁ ବି ଝରାଇ ଦେଇଥିଲା ଲୁହ। ବାହାନଗା ଟ୍ରେନ ଟ୍ରାଜେଡ଼ିରେ ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ କରିଥିବା ରିପୋର୍ଟରମାନଙ୍କୁ ନେଇ ଦେଖନ୍ତୁ ଏଥର ମଜଲିସ୍ 'ମୋ ଲୁହ ଝରାଇ ଦେଇଥିବା ରିପୋର୍ଟିଂ'।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ସାଂସଦଙ୍କ ମିଛ ଖୋଲିଦେଲେ ପ୍ରତ୍ୟେକ୍ଷଦର୍ଶୀ
ରାଜ୍ୟସଭା ବିଜେଡ଼ି ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା। ଦୁର୍ଘଟଣା ସ୍ଥଳରେ ନିରଞ୍ଜନ ବିଶି ଗାଡି ଭିତରେ ନଥିଲେ ବୋଲି କହୁଥିବାବେଳେ ସେ ଦୁର୍ଘଟଣା ସ୍ଥଳରୁ ପଳାଇ ଯାଉଥିବାର ସିସିଟିଭି ଫୁଟେଜ ତାଙ୍କ ମିଛ ଧରା ପକାଇଛି ।
Odisha
ବାହାନଗାରେ ସର୍ବଧର୍ମ ପ୍ରାର୍ଥନା ସଭା
ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଂଜଳି।
Odisha
'ଦୁର୍ନୀତିକୁ ଓଡ଼ିଶାରେ ଲିଗାଲାଇଜ୍ କରାଯାଇଛି'
'ଦୁର୍ନୀତିମୁକ୍ତ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ରରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ବିସ୍ଫୋରକ ବୟାନ। କହିଲେ, ଦୁର୍ନୀତିକୁ ଓଡ଼ିଶାରେ ଲିଗାଲାଇଜ୍ କରାଯାଇଛି, ଯଦି ବିଧାୟକଙ୍କ ପାଣ୍ଠିରୁ ପିସି କାରବାର ହେବ, ଆମେ କାମ କରିବା ପାଇଁ ପିସି ନଦେଲେ ବିଲ୍ ପାସ୍ ହେବ ନାହିଁ, ଏହାଠାରୁ ବଡ଼ ଲଜ୍ଜାକର ଘଟଣା ଆଉ ନାହିଁ, ଦୁର୍ନୀତି ସବୁଆଡ଼େ ବ୍ୟାପି ଯାଇଛି।
Odisha
'ରୋହିତ ପୂଜାରୀଙ୍କ ଉପରେ ରାଗିଛନ୍ତି 5ଟି ସଚିବ’
ଏ ଗୋଟିଏ ଅଦ୍ଭୁତ ସରକାର। ମନ୍ତ୍ରୀଙ୍କ ରିଭ୍ୟୁ କରୁଛନ୍ତି ସଚିବ। ଭାରତର ଗୋଟିଏ ରାଜ୍ୟ ଯେଉଁଟି ମନ୍ତ୍ରୀଙ୍କ ପ୍ରଦର୍ଶନକୁ ରିଭ୍ୟୁ କରୁଛନ୍ତି ସଚିବ ବୋଲି କହିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।