Advertisment

'ମୋ ଲୁହ ଝରାଇ ଦେଇଥିବା ରିପୋର୍ଟିଂ'

ଦୁର୍ଘଟଣାରେ କିଏ ନିଜ ପିଲାକୁ ହରାଇ ମର୍ମାହତ ଥିଲା ତ କିଏ ଶବର ପାହାଡ଼ ଭିତରେ ଅଣ୍ଡାଳୁ ଥିଲା ନିଜ ମଥା ସିନ୍ଦୂର। ଆଉ ଏହାରି ଭିତରେ ଛାତିକୁ ପଥର କରି ଘଟଣାସ୍ଥଳରୁ ବିଟ୍ ବାଏ ବିଟ୍ ଖବର ସଂଗ୍ରହ କରୁଥିଲେ ଆମ ପ୍ରତିନିଧି।

Advertisment

ଦୁର୍ଘଟଣାରେ କିଏ ନିଜ ପିଲାକୁ ହରାଇ ମର୍ମାହତ ଥିଲା ତ କିଏ ଶବର ପାହାଡ଼ ଭିତରେ ଅଣ୍ଡାଳୁ ଥିଲା ନିଜ ମଥା ସିନ୍ଦୂର। ଆଉ ଏହାରି ଭିତରେ ଛାତିକୁ ପଥର କରି ଘଟଣାସ୍ଥଳରୁ ବିଟ୍ ବାଏ ବିଟ୍ ଖବର ସଂଗ୍ରହ କରୁଥିଲେ ଆମ ପ୍ରତିନିଧି। ଆପଣଙ୍କ ପାଖରେ ଦେଶର ବଡ଼ ଟ୍ରେନ ଟ୍ରାଜେଡ଼ିର ପ୍ରତିଟି ଅପଡେଟ ପହଞ୍ଚାଇବା ଥିଲା ଏକମାତ୍ର ଲକ୍ଷ୍ୟ। ଆଉ ଏହି ଦାୟିତ୍ୱ ତୁଲାଇବା ବେଳେ ଘଟଣାସ୍ଥଳର ପରିସ୍ଥିତି ରିପୋର୍ଟରଙ୍କ ଆଖିରୁ ବି ଝରାଇ ଦେଇଥିଲା ଲୁହ। ବାହାନଗା ଟ୍ରେନ ଟ୍ରାଜେଡ଼ିରେ ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ କରିଥିବା ରିପୋର୍ଟରମାନଙ୍କୁ ନେଇ ଦେଖନ୍ତୁ ଏଥର ମଜଲିସ୍ 'ମୋ ଲୁହ ଝରାଇ ଦେଇଥିବା ରିପୋର୍ଟିଂ'।

Advertisment
Odisha Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe