ରାଉରକେଲାରେ ହେବ ‘ବାହୁବଳୀ’ ଷ୍ଟାଇଲରେ ତୋରଣ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି ): କିଛି ଦିନ ପରେ ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଇସ୍ପାତ ସହର ରାଉରକେଲା। ମା’ଙ୍କ ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଛନ୍ତି କାରିଗର। ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ ପୂଜା ପାଇଁ ଶହେରୁ ଅଧିକ ପେଣ୍ଡାଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତୋରଣ ନିର୍ମାଣଠାରୁ ଆରମ୍ଭ କରି ସାଜସଜା ଉପରେ ବିଭିନ୍ନ ପୂଜା କମିଟି ଧ୍ୟାନ ଦେଇଛନ୍ତି। ଏଥିପାଇଁ ପୂଜା କମିଟିମାନଙ୍କ ମଧ୍ୟରେ ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଆରମ୍ଭ […]

pic1

pic1

Puspanjali Panda
  • Published: Monday, 23 September 2019
  • Updated: 23 September 2019, 03:54 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି ): କିଛି ଦିନ ପରେ ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଇସ୍ପାତ ସହର ରାଉରକେଲା। ମା’ଙ୍କ ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଛନ୍ତି କାରିଗର।

ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ ପୂଜା ପାଇଁ ଶହେରୁ ଅଧିକ ପେଣ୍ଡାଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତୋରଣ ନିର୍ମାଣଠାରୁ ଆରମ୍ଭ କରି ସାଜସଜା ଉପରେ ବିଭିନ୍ନ ପୂଜା କମିଟି ଧ୍ୟାନ ଦେଇଛନ୍ତି। ଏଥିପାଇଁ ପୂଜା କମିଟିମାନଙ୍କ ମଧ୍ୟରେ ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଛି।

ଚଳିତବର୍ଷ ପଶ୍ଚିମ ଓଡ଼ିଶାରେ ହେଉଥିବା ତୋରଣ ମଧ୍ୟରୁ ସେର-୧୬ରେ ସବୁଠୁ ବଡ଼ ତୋରଣ କରାଯିବ ବୋଲି ପୂଜାକମିଟି ଦାବି କରିଛି। ଏହି ତୋରଣ ବାହୁବଳୀ ଷ୍ଟାଇଲରେ ତିଆରି କରାଯିବ। ଏଥିପାଇଁ ୩୫ ଜଣ କାରିଗର ଦୀର୍ଘ ଦେଢ଼ ମାସରୁ ଅଧିକ ସମୟ ଧରି କାମରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story