Advertisment

ରାଉରକେଲାରେ ହେବ ‘ବାହୁବଳୀ’ ଷ୍ଟାଇଲରେ ତୋରଣ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି ): କିଛି ଦିନ ପରେ ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଇସ୍ପାତ ସହର ରାଉରକେଲା। ମା’ଙ୍କ ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଛନ୍ତି କାରିଗର। ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ ପୂଜା ପାଇଁ ଶହେରୁ ଅଧିକ ପେଣ୍ଡାଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତୋରଣ ନିର୍ମାଣଠାରୁ ଆରମ୍ଭ କରି ସାଜସଜା ଉପରେ ବିଭିନ୍ନ ପୂଜା କମିଟି ଧ୍ୟାନ ଦେଇଛନ୍ତି। ଏଥିପାଇଁ ପୂଜା କମିଟିମାନଙ୍କ ମଧ୍ୟରେ ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଆରମ୍ଭ […]

ଅଦ୍ୟତନ ହୋଇଛି
ରାଉରକେଲାରେ ହେବ ‘ବାହୁବଳୀ’ ଷ୍ଟାଇଲରେ ତୋରଣ

pic1

Advertisment

ରାଉରକେଲା (ସତ୍ୟାନନ୍ଦ ମହାନ୍ତି ): କିଛି ଦିନ ପରେ ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଇସ୍ପାତ ସହର ରାଉରକେଲା। ମା’ଙ୍କ ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଛନ୍ତି କାରିଗର।

Advertisment

ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ ପୂଜା ପାଇଁ ଶହେରୁ ଅଧିକ ପେଣ୍ଡାଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତୋରଣ ନିର୍ମାଣଠାରୁ ଆରମ୍ଭ କରି ସାଜସଜା ଉପରେ ବିଭିନ୍ନ ପୂଜା କମିଟି ଧ୍ୟାନ ଦେଇଛନ୍ତି। ଏଥିପାଇଁ ପୂଜା କମିଟିମାନଙ୍କ ମଧ୍ୟରେ ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଛି।

publive-image

ଚଳିତବର୍ଷ ପଶ୍ଚିମ ଓଡ଼ିଶାରେ ହେଉଥିବା ତୋରଣ ମଧ୍ୟରୁ ସେର-୧୬ରେ ସବୁଠୁ ବଡ଼ ତୋରଣ କରାଯିବ ବୋଲି ପୂଜାକମିଟି ଦାବି କରିଛି। ଏହି ତୋରଣ ବାହୁବଳୀ ଷ୍ଟାଇଲରେ ତିଆରି କରାଯିବ। ଏଥିପାଇଁ ୩୫ ଜଣ କାରିଗର ଦୀର୍ଘ ଦେଢ଼ ମାସରୁ ଅଧିକ ସମୟ ଧରି କାମରେ ଲାଗିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe