vlcsnap
ଜଗତସିଂହପୁର:ଜଗତସିଂହପୁର ଝଙ୍କଡର ମାଆ ଶାରଳା ପୀଠରେ ଠାବ ହୋଇଥିିବା ବଡଠାକୁର ବଳଭଦ୍ରଙ୍କର ଦାରୁ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଛି।
ଗତକାଲି ବଡଠାକୁରଙ୍କ ଦାରୁ ସମ୍ପର୍କରେ ବିଧିବଦ୍ଧ ଘୋଷଣାପରେ ଏହିଠାରେ ଭକ୍ତଙ୍କା ଭିଡ ଜମିଛି। ଶ୍ରଦ୍ଧାଳୁମାନେ ଏହିଠାର ପହଞ୍ଚି ଦାରୁଙ୍କ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି। ମାଆଙ୍କ ପୀଠ ସବୁବେଳେ ଭକ୍ତଙ୍କ ସମାଗମ ହୋଇଥିଲେ ମଧ୍ୟ ଏବେ ଭିଡ ବଢିବାର ଲାଗିଛି।/odisha-reporter/media/post_attachments/wp-content/uploads/2015/04/vlcsnap-2015-04-19-11h56m03s429.png)
ଅନ୍ୟପକ୍ଷରେ ଦାରୁଛେଦନ ଲାଗି ଆରମ୍ଭ ହୋଇଛି ଆନୁସାଙ୍ଗିକ କାର୍ଯ୍ୟ । ଦାରୁ ଚାଳିକାଖେ ସଫା କରାଯିବା ସହପାଖରେଥିବା ଦୋକାନ ଭଙ୍ଗା ଯାଇ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ଆସନ୍ତାକାଲି ସୁଦ୍ଧା ଦଇତାଙ୍କ ରହଣୀ ପାଇଁ ଶବରପଲ୍ଲୀ ଓ ଯଜ୍ଞମଣ୍ଡପ ଆଦି ନିର୍ମାଣ ମଧ୍ୟ କରାଯାଇଛି।/odisha-reporter/media/post_attachments/wp-content/uploads/2015/04/vlcsnap-2015-04-19-11h57m51s983-300x240.png)
ଚଳିତ ମାସ ୨୨ ଓ ୨୩ ତାରିଖରେ ଯଜ୍ଞ ହେବାପରେ ୨୪ରେ ବଡ ଠାକୁରଙ୍କ ଦାରୁଛେଦନ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/04/vlcsnap-2015-04-19-11h55m26s268.png)