Advertisment

'ଗୁହାରି ଶୁଣ ହେ ମଣିମା'

ବାଲଙ୍ଗିରରୁ - ଭୁବନେଶ୍ବର ଯାତ୍ରା। ୪୦ ଡିଗ୍ରୀ ତାପମାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ବାହାରି ପଡିଛନ୍ତି ଏହି ଯୁବକ। ଚାଲିବାକୁ ସକ୍ଷମ ନୁହେଁ । ତେଣୁ ଏକ ତିନି ଚକିଆ ସାଇକେଲ ଚଲାଇ ଚଲାଇ ୬ ଦିନ ଯାତ୍ରା ପରେ ପହଁଛନ୍ତି ରାଜଧାନୀରେ।

Advertisment

ବାଲଙ୍ଗିରରୁ - ଭୁବନେଶ୍ବର ଯାତ୍ରା। ୪୦ ଡିଗ୍ରୀ ତାପମାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ବାହାରି ପଡିଛନ୍ତି ଏହି ଯୁବକ। ଚାଲିବାକୁ ସକ୍ଷମ ନୁହେଁ। ତେଣୁ ଏକ ତିନି ଚକିଆ ସାଇକେଲ ଚଲାଇ ଚଲାଇ ୬ ଦିନ ଯାତ୍ରା ପରେ ପହଁଛନ୍ତି ରାଜଧାନୀରେ। ମନରେ ଅନେକ ଆଶା ଓ ଆକାଂକ୍ଷା ନେଇ ଏହି ଦିବ୍ୟାଙ୍ଗ ଯୁବକ ଜଣଙ୍କ ଆସଛନ୍ତି ନିଜ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ।

Advertisment
Odisha Handicapped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe