Advertisment

ଜଳୁଛି ପଶ୍ଚିମ ଓଡ଼ିଶା: ୪୦ ଡିଗ୍ରୀ ଉପରେ ୮ଟି ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳୁଛି ପଶ୍ଚିମ ଓଡ଼ିଶା। ରାଜ୍ୟର ୮ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗିର ହେଉଛି ଉତ୍ତପ୍ତ ସହର। ଏଠାରେ ଦିନର ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗୀର ରେ ୪୨.୬ ଡ଼ିଗ୍ରୀ ଏବଂ ଟିଟଲାଗଡ ରେ ୪୨.୫ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ pic.twitter.com/5bxjWO6J6Y — Meteorological Centre, Bhubaneswar (@mcbbsr) April 4, 2022 ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ […]

ଅଦ୍ୟତନ ହୋଇଛି
ଅଂଶୁଘାତରେ ୫୦ ବର୍ଷରେ ଜୀବନ ହାରିଲେଣି ୧୭ ହଜାରରୁ ଅଧିକ, ଆଗରେ ଓଡ଼ିଶା

Heat Wave

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳୁଛି ପଶ୍ଚିମ ଓଡ଼ିଶା। ରାଜ୍ୟର ୮ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗିର ହେଉଛି ଉତ୍ତପ୍ତ ସହର। ଏଠାରେ ଦିନର ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

https://twitter.com/mcbbsr/status/1510955004685086724?s=20&t=kMdZpeewvxMqakImGuC39g

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୪.୬ ଡିଗ୍ରୀ, ଚାନ୍ଦବାଲିରେ ୩୪.୪ ଡିଗ୍ରୀ, କଟକରେ ୩୪.୨ ଡିଗ୍ରୀ, ପାରାଦୀପରେ ୩୧.୫ ଡିଗ୍ରୀ, ଭୁବନେଶ୍ୱରରେ ୩୪.୪ ଡିଗ୍ରୀ, ଗୋପାଳପୁରରେ ୩୦.୦ ଡିଗ୍ରୀ, ପୁରୀରେ ୩୧.୮ ଡିଗ୍ରୀ, ଅନୁଗୋଳରେ ୩୯.୭ ଡିଗ୍ରୀ, ବାରିପଦାରେ ୩୭.୪ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୮ ଡିଗ୍ରୀ, କେନ୍ଦୁଝର ଗଡ଼ରେ ୩୭.୭ ଡିଗ୍ରୀ, ସମ୍ୱଲପୁରରେ ୪୦.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦.୫ ଡିଗ୍ରୀ, ହୀରାକୁଦରେ ୩୯.୨ ଡିଗ୍ରୀ, ତାଳଚେରରେ ୩୯.୦ ଡିଗ୍ରୀ, ଭବାନୀପାଟଣାରେ ୪୦.୬ ଡିଗ୍ରୀ, ବଲାଙ୍ଗିରରେ ୪୨.୬ ଡିଗ୍ରୀ, କୋରାପୁଟରେ ୩୪.୬ ଡିଗ୍ରୀ, ଫୁଲବାଣୀରେ ୩୯.୯ ଡିଗ୍ରୀ, ଟିଟିଲାଗଡରେ ୪୨.୫ ଡିଗ୍ରୀ, ମାଲକାନଗିରିରେ ୩୯.୦ ଡିଗ୍ରୀ, ସୋନପୁରରେ ୪୦.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୫ ଡିଗ୍ରୀ, ନୟାଗଡ଼ରେ ୩୮.୦ ଡିଗ୍ରୀ, ବୌଦ୍ଧରେ ୪୨.୦ ଡିଗ୍ରୀ, ଛତ୍ରପୁରରେ ୩୮.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୦ ଡିଗ୍ରୀ, ରାୟଗଡ଼ାରେ ୩୭.୪ ଡିଗ୍ରୀ ଓ ଯାଜପୁରରେ ୩୬. ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି।

Advertisment

https://twitter.com/mcbbsr/status/1510985596399153153?s=20&t=kMdZpeewvxMqakImGuC39g

Heat Wave In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe