ଡିକି ଭାଙ୍ଗି ଲୁଟୁଥିଲା, ବିବାହ ପାଇଁ ପ୍ରେମିକକୁ ଦେଇଥିଲା ସୁନାଗହଣା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଡ଼ କମ୍ପାନୀରେ ଚାକିରି କରୁଛି। ଲକ୍ଷେ ଟଙ୍କା ଦରମା ପାଉଛି। ଏମିତି ପ୍ରଲୋଭନ ଦେଖାଇ ପ୍ରେମିକାକୁ ବିବାହ କରିବାକୁ ପ୍ରସ୍ତାବ ଫାଇନାଲ କରିଥିଲା। ବିବାହ ପାଇଁ ମଧ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସୁନା ଗହଣ କିଣି ପ୍ରେମିକକୁ ଦେଇଥିଲା। କିନ୍ତୁ ବିବାହ ପୂର୍ବରୁ ଧରାପଡ଼ିଗଲା ସବୁ ସତ। ପ୍ରେମିକକୁ ଦେଇଥିବା ସୁନା ଅଳଙ୍କାର ସବୁ ଚୋରି କରି ଅର୍ଜନ କରିଥିଲା। ଆଉ ଏବେ ସେ ଧରାପଡ଼ିଛି ପୁଲିସ ହାତରେ। ତା’ ପରେ […]

diki-lootera

diki-lootera

Ranjit Kumar Jena
  • Published: Sunday, 10 October 2021
  • Updated: 10 October 2021, 05:42 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଡ଼ କମ୍ପାନୀରେ ଚାକିରି କରୁଛି। ଲକ୍ଷେ ଟଙ୍କା ଦରମା ପାଉଛି। ଏମିତି ପ୍ରଲୋଭନ ଦେଖାଇ ପ୍ରେମିକାକୁ ବିବାହ କରିବାକୁ ପ୍ରସ୍ତାବ ଫାଇନାଲ କରିଥିଲା। ବିବାହ ପାଇଁ ମଧ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସୁନା ଗହଣ କିଣି ପ୍ରେମିକକୁ ଦେଇଥିଲା। କିନ୍ତୁ ବିବାହ ପୂର୍ବରୁ ଧରାପଡ଼ିଗଲା ସବୁ ସତ। ପ୍ରେମିକକୁ ଦେଇଥିବା ସୁନା ଅଳଙ୍କାର ସବୁ ଚୋରି କରି ଅର୍ଜନ କରିଥିଲା। ଆଉ ଏବେ ସେ ଧରାପଡ଼ିଛି ପୁଲିସ ହାତରେ। ତା’ ପରେ ଧରା ପଡ଼ିଗଲା ପ୍ରେମିକର ସବୁ ମିଛ। ନିଜକୁ ବଡ଼ କମ୍ପାନୀର କର୍ମଚାରୀ କହି ପ୍ରେମିକାକୁ ବିବାହ କରିବାକୁ ସ୍ୱପ୍ନ ଦେଖିଥିବା ପ୍ରେମିକା ଜଣକ ଥିଲା ଜଣେ ଡିକି ଲୁଟେରା। ଲୁଟ୍ ଟଙ୍କାରେ ପ୍ରେମିକାକୁ ଦେଉଥିଲା ଦାମୀ ଦାମୀ ଉପହାର। ଆଉ ଏମିତି ଏକ ଅଜବ ପ୍ରେମର ଗଜବ କାହାଣୀର ପର୍ଦ୍ଦାଫାସ କରିଛି ବଲାଙ୍ଗିର ପୁଲିସ।

ବଲାଙ୍ଗିର ସଦର ପୁଲିସ ହାତରେ ଲାଗିଛନ୍ତି ତିନିଜଣ ଡିକି ଲୁଟେରା। ସେହି ତିନିଜଣ ଲୁଟେରା ହେଲେ ଆସ୍କାର ଡି. ରାଜା, ଦୟାସାଗର ଛତ୍ରୀ ଓ ସାରଥୀ ବାଗ୍ (ଦୁହେଁ ସୋନପୁର ଜିଲ୍ଲାର)। ଏମାନଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ଥିବା ସୋନପୁର ସହରର ଦୟାସାଗର, ଯିଏ ହେଉଛି ସେହି ପ୍ରେମିକ, ଯିଏ ଲୁଟ୍ ଟଙ୍କାରେ ନିଜ ପ୍ରେମିକାକୁ ଆଣି ଦେଇଥିଲା ସୁନା ଗହଣା। ଗତ ଜୁଲାଇ ୧୭ ତାରିଖର ଏକ ଲୁଟ ଅଭିଯୋଗର ଖୋଳତାଡ଼ କରୁକରୁ ପୁଲିସ ହାତରେ ଲାଗିଥିଲେ ଏହି ଲୁଟେରା ଗ୍ୟାଙ୍ଗ।

ଏ ନେଇ ବଲାଙ୍ଗିରର ଏସଡିପିଓ ତୋଫାନ ବାଗ୍ କହିଛନ୍ତି ଯେ ବଲାଙ୍ଗିର ଓ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡିକି ଭାଙ୍ଗି ଲୁଟ କରିଥିବା ନେଇ ଲୁଟେରା ମାନେ ସ୍ୱୀକାର କରିଛନ୍ତି। ଗିରଫ ତିନିଜଣ ଲୁଟେରାଙ୍କୁ ଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା କ୍ୟାଶ୍ ଏବଂ ଲୁଟ ଟଙ୍କାରେ କିଣା ଯାଇଥିବା ୪୫ ଗ୍ରାମର ସୁନା ଗହଣା (ଆନୁମାନିକ ୧ ଲକ୍ଷ ୪୮ ହଜାର ଟଙ୍କା ହେବ) ଜବତ କରିଛି ପୁଲିସ। ଏହାଛଡ଼ା ସେମାନଙ୍କ ଠାରୁ ଦୁଇଟି ବାଇକ, ୬ଟା ମୋବାଇଲ୍, ୧୦ଟା ସିମ୍ କାର୍ଡ, ଡିକି ବ୍ରେକିଂ ଟୁଲ୍ସ, ନମ୍ବର ପ୍ଲେଟ୍ ବଦଳାଇବା ଟୁଲ୍ସ, ୯ଟା ନମ୍ବର ପ୍ଲେଟ୍, ମୋବାଇଲ ଓ ସିମକାର୍ଡ ଜବତ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି। ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏସଡିପିଓ ଆହୁରି କହିଛନ୍ତି, ଲୁଟ୍ ଟଙ୍କାରେ ଦୟାସାଗର ବିବାହ କରିବା ଦୁଇଟି ସୁନା ହାର, ଗୋଟିଏ ଚେନ୍, ଚୁଡ଼ି ଓ ଦୁଇ ପଟ ଶଙ୍ଖା କିଣିଥିଲା। ଦୟାସାଗର ତା’ର ପ୍ରେମିକକୁ ବିବାହ କରିବା ଲାଗି ଏହି ସୁନା ଗହଣା ଦେଇଥିଲା। ତେବେ ଗିରଫ ପରେ ଲୁଟ୍ ସୁନା ଗହଣାକୁ ପୁଲିସ୍ ଯୁବତୀଙ୍କ ଠାରୁ ଜବତ କରିଛି। ଏହି ଘଟଣାରେ ବର୍ତ୍ତମାନ ଆମେ ତିନିଜଣଙ୍କୁ ଗିରଫ କରିଛି। ଆଗାମୀ ଦିନରେ ଅନ୍ୟ ଲୁଟେରାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story