ଜୀବନର ଅଧା ବାଟରୁ ଛଡ଼େଇ ନେଲା କରୋନା, ଚାଲିଗଲେ ଆଉ ଜଣେ ସାମ୍ବାଦିକ

ବଲାଙ୍ଗିର(ଘଟେଶ୍ୱର ମିଶ୍ର) କାଳ ସାଜିଛି କରୋନା। ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମହାମାରୀ । ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି ରକ୍ତମୁଖା କରୋନା।  ଗତ ୧୬ ତାରିଖ ଦିନ ବଲାଙ୍ଗିର ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ଜତିଶ ଖମାରୀଙ୍କ କରୋନାରେ ମୃତ୍ୟୁ ଘଟିଛି। ଲୋକଙ୍କୁ ସଚେତନ କରିବା ପାଇଁ ସଦା ତତ୍ପର ରହି କରୋନା ସଂର୍ପକରେ ଖବର ସଂଗ୍ରହ କରୁଥିଲେ ଜତିଶ। ଆଉ କରୋନା ସହ ଯୁଦ୍ଧ ଲଢୁ ଲଢୁ ନିଜେ ଶିକାର ହୋଇଗଲେ। କରୋନାରେ […]

bvc

bvc

Tapas Behera
  • Published: Sunday, 18 April 2021
  • Updated: 18 April 2021, 05:11 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର) କାଳ ସାଜିଛି କରୋନା। ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମହାମାରୀ । ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି ରକ୍ତମୁଖା କରୋନା।  ଗତ ୧୬ ତାରିଖ ଦିନ ବଲାଙ୍ଗିର ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ଜତିଶ ଖମାରୀଙ୍କ କରୋନାରେ ମୃତ୍ୟୁ ଘଟିଛି।

ଲୋକଙ୍କୁ ସଚେତନ କରିବା ପାଇଁ ସଦା ତତ୍ପର ରହି କରୋନା ସଂର୍ପକରେ ଖବର ସଂଗ୍ରହ କରୁଥିଲେ ଜତିଶ। ଆଉ କରୋନା ସହ ଯୁଦ୍ଧ ଲଢୁ ଲଢୁ ନିଜେ ଶିକାର ହୋଇଗଲେ। କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଥମେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନା ଓ ପରେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଧିରେ ଧିରେ ଅକ୍ସିଜେନ ମାତ୍ରା କମିଯିବାରୁ ବଲାଙ୍ଗିରରୁ ଭୂବନେଶ୍ୱର ନେଇ ସେଠାରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ୧୬ ତାରିଖରେ ତାଙ୍କର ଜୀବନ ଚାଲିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ବର୍ଷ ହୋଇଥିଲା ।  ଘରେ ଅସହାୟ ବିଧବା ପତ୍ନୀ ।
https://twitter.com/TukuniSahu/status/1382985847490760704?s=20

ପାଟଣାଗଡରେ ଏକ ଦୈନିକ ଖବର କାଗଜରେ ଜତିଶ ୨୫ ବର୍ଷ ଧରି ସାମ୍ୱାଦିକତା କରୁଥିଲେ । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। । ମନ୍ତ୍ରୀ ଟୁକୁନୀ ସାହୁ ଟ୍ୱିଟ କରି ଶୋକପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ଜୀବନର ଅଧା ବାଟରେ ଆରପାରିକୁ ଚାଲିଗଲେ ଜତିଶ ଖମାରୀ । ସେ ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ, ସାହାସୀ ଓ ବିଜ୍ଞ ସାମ୍ୱାଦିକ ଭାବରେ ବେଶ ଜଣାଶୁଣା ଥିଲେ । ଭଗବାନ ତାଙ୍କ ପରିବାରକୁ ଏ ଦୁଃଖ ସମୟରେ ସାହସ ଦିଅନ୍ତୁ। ସେହିପରି ବଲାଙ୍ଗିର ଜିଲ୍ଲା ସାମ୍ୱାଦିକ ସଂଘ ଦ୍ୱାରା ସାମ୍ୱାଦିକ ଭବନ ଠାରେ ଶୋକସଭା କରାଯିବା ସହ ଶ୍ରଦ୍ଧାଜଂଳୀ ଅର୍ପଣ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story