ରାସ୍ତାରେ ଛିଡା ହୋଇଥିଲା ଡମ୍ଫର, ପିଟି ହୋଇଗଲା ବାଇକ୍‌

ପାଟଣାଗଡ଼ (କରୁଣାକର ବୁଡେକ): ରାସ୍ତାରେ ଛିଡା ହୋଇଥିବା ଏକ ଡମ୍ଫର ପଛପଟେ ପିଟି ହେଲା ବାଇକ୍‌। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି  ୪୨ ନମ୍ବର ରାଜ୍ୟ ରାଜପଥର ବଥର୍ଲା ଛକ ନିକଟରେ ଘଟିଛି। ମୃତକ ହେଲେ ଟିକପାଲିର ଗାଁର ଚୈତନ୍ୟ ବାରଲେଣ୍ଡିଆ । ଏହି ଦୁର୍ଘଟଣାରେ ଭାଟିଶାଳପଡାର ଗୁରୁବାରୁ ଠେଲା ଓ କାଦେପଡାର ତପନ ଷାଣ୍ଡ ଗୁରୁତର […]

Accident

Accident

Niharika Rout
  • Published: Sunday, 13 March 2022
  • Updated: 13 March 2022, 01:56 PM IST

Sports

Latest News

ପାଟଣାଗଡ଼ (କରୁଣାକର ବୁଡେକ): ରାସ୍ତାରେ ଛିଡା ହୋଇଥିବା ଏକ ଡମ୍ଫର ପଛପଟେ ପିଟି ହେଲା ବାଇକ୍‌। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି  ୪୨ ନମ୍ବର ରାଜ୍ୟ ରାଜପଥର ବଥର୍ଲା ଛକ ନିକଟରେ ଘଟିଛି। ମୃତକ ହେଲେ ଟିକପାଲିର ଗାଁର ଚୈତନ୍ୟ ବାରଲେଣ୍ଡିଆ । ଏହି ଦୁର୍ଘଟଣାରେ ଭାଟିଶାଳପଡାର ଗୁରୁବାରୁ ଠେଲା ଓ କାଦେପଡାର ତପନ ଷାଣ୍ଡ ଗୁରୁତର ଆହତ ହୋଇଛନ୍ତି। ।

ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍‌ରେ ଚୈତନ୍ୟ, ଗୁରୁବାରୁ ଓ ତପନ ଯୁଗିମୁଣ୍ଡାରୁ ପାଟଣାଗଡ଼ ଯାଉଥିଲେ।  ମାତ୍ର ବଥର୍ଲା ଛକ ନିକଟରେ ଛିଡା ହୋଇଥିବା ଏକ ଡମ୍ଫର ପଛରେ ବାଇକଟି ଜୋରରେ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଚାଳକ ଚୈତନ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁବାରୁ ଓ ତପନ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ବେଳେ ସେଠାରେ ଡାକ୍ତର ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଗୁରୁବାରୁ ଓ ତପନଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story