Advertisment

ବଲାଙ୍ଗିରରେ ପୁଲିସ ଡିଜିଙ୍କ କୋଭିଡ ସମୀକ୍ଷା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜି ବଲାଙ୍ଗିର ଗସ୍ତରେ ଆସି କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଡିଜିପି ଅଭୟ। ସକାଳ ୯ ଟାରେ ହେଲିକ୍ୟାପ୍ଟରର ଯୋଗେ ଆସି ମନୋହରପୁର ହେଲିପ୍ୟାଡ୍‌ରେ ପହଚିଂବା ପରେ ବଲାଙ୍ଗିର ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଜିଲ୍ଲାର କୋଭିଡ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ ଡିଜି। କୋଭିଡ କଟକଣାକୁ କେମିତି ପାଳନ କରାଯାଉଛି , ଆଗକୁ ଆଉ କଣ କରାଯାଇପାରିବ ଏ ନେଇ ଦୀର୍ଘ ଦେଢଘଣ୍ଟା ଧରି ଆଲୋଚନା ହୋଇଥିଲା। […]

ବଲାଙ୍ଗିରରେ ପୁଲିସ ଡିଜିଙ୍କ କୋଭିଡ ସମୀକ୍ଷା

jkl

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜି ବଲାଙ୍ଗିର ଗସ୍ତରେ ଆସି କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଡିଜିପି ଅଭୟ। ସକାଳ ୯ ଟାରେ ହେଲିକ୍ୟାପ୍ଟରର ଯୋଗେ ଆସି ମନୋହରପୁର ହେଲିପ୍ୟାଡ୍‌ରେ ପହଚିଂବା ପରେ ବଲାଙ୍ଗିର ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଜିଲ୍ଲାର କୋଭିଡ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ ଡିଜି। କୋଭିଡ କଟକଣାକୁ କେମିତି ପାଳନ କରାଯାଉଛି , ଆଗକୁ ଆଉ କଣ କରାଯାଇପାରିବ ଏ ନେଇ ଦୀର୍ଘ ଦେଢଘଣ୍ଟା ଧରି ଆଲୋଚନା ହୋଇଥିଲା। ଏପରିକି ଜିଲ୍ଲାର ନକ୍ସଲ ସମସ୍ୟା ଓ ଅପରାଧକୁ ନେଇ ଆଲୋଚନା କରିଥିବା ସୂଚନା ଦେଇଥିଲେ ଡିଜିପି ।

Advertisment

ଆଜିର ସମୀକ୍ଷା ବୈଠକରେ ଡିଜିପିଙ୍କ ସହିତ ଡିଆଇଜି ସ୍ପେସିଆଲ ଇଣ୍ଟେଲିଜେନ୍ସ ୱିଙ୍ଗ ଅନିରୁଦ୍ଧ ସିଂହ,  ଉତ୍ତରାଚଂଳ ଡିଆଇଜି ନରସିଂହ ଭୋଳ, ବଲାଙ୍ଗିର ଦାୟିତ୍ୱରେ ଥିବା ବରଗଡ ଏସପି ପଦ୍ମିନୀ ସାହୁ, ବଲାଙ୍ଗିର ଅତିରିକ୍ତ ଏସପି ମନରଂଜନ ପ୍ରଧାନ ପ୍ରମୁଖ ବରିଷ୍ଠ ପୁଲିସ ଅଧିକାରୀ ଯୋଗଦେଇଥିଲେ । ସମୀକ୍ଷା ପରେ ବଲାଙ୍ଗିର ଆଦର୍ଶଥାନା ଓ ସଦରଥାନାକୁ ଯାଇ ବୁଲି ଦେଖିଥିଲେ ଡିଜିପି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe