ଲକ୍ଷେ ଟଙ୍କା ପାଇଁ ସାତ ଜନମର ସାଥୀକୁ ବିକି ଦେଲା ସ୍ୱାମୀ!

ପାଟଣାଗଡ଼ (କରୁଣାକର ବୁଡେକ): ଯେଉଁ ସ୍ତ୍ରୀର ହାତ ଧରି ବିବାହ କରିଥିଲା। ତାକୁ ଆଜି ଟଙ୍କା କେଇଟା ପାଇଁ ବିକି ଦେଲା ସ୍ୱାମୀ। ସ୍ତ୍ରୀକୁ ବିକ୍ରି କରି ସ୍ୱାମୀ ଭୁଲିଗଲା ଜନ୍ମ ଜନ୍ମର ସମ୍ପର୍କ। ଆଉ ବିଶ୍ୱାସରେ ବିଷ ଦେଇ ଟଙ୍କା ପାଇଁ ପାଲଟିଗଲା ପିଶାଚ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ବେଲପଡା ଥାନାରେ ଅଞ୍ଚଳରେ। ସୁଲେକେଲା ନିବାସୀ ସରୋଜ ରଣା ତିନି ମାସ […]

patnagarh

patnagarh

Ranjit Kumar Jena
  • Published: Friday, 22 October 2021
  • Updated: 22 October 2021, 09:43 PM IST

ପାଟଣାଗଡ଼ (କରୁଣାକର ବୁଡେକ): ଯେଉଁ ସ୍ତ୍ରୀର ହାତ ଧରି ବିବାହ କରିଥିଲା। ତାକୁ ଆଜି ଟଙ୍କା କେଇଟା ପାଇଁ ବିକି ଦେଲା ସ୍ୱାମୀ। ସ୍ତ୍ରୀକୁ ବିକ୍ରି କରି ସ୍ୱାମୀ ଭୁଲିଗଲା ଜନ୍ମ ଜନ୍ମର ସମ୍ପର୍କ। ଆଉ ବିଶ୍ୱାସରେ ବିଷ ଦେଇ ଟଙ୍କା ପାଇଁ ପାଲଟିଗଲା ପିଶାଚ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ବେଲପଡା ଥାନାରେ ଅଞ୍ଚଳରେ।

ସୁଲେକେଲା ନିବାସୀ ସରୋଜ ରଣା ତିନି ମାସ ତଳେ ସଇଁତଳା ଥାନା ଅନ୍ତର୍ଗତ ରେବତୀ (ଛଦ୍ମନାମ)ର ହାତ ଧରି ରୀତିନୀତି ଅନୁସାରେ ବାହା ହୋଇଥିଲା। ରେବତୀ ସହିତ ପ୍ରଥମେ ଫେସବୁକରେ ପ୍ରେମ କରି କଥାବର୍ତ୍ତା କରିଥିଲେ ସରୋଜ। ପରେ ଦୁହେଁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ବାହାଘରର ତିନି ମାସ ପରେ ଶ୍ୱଶୂର ଘରେ ଏବଂ ନିଜ ଘରେ ଅର୍ଥ ଭାବରୁ ଇଟା ବାଢେଇବାକୁ ରେବତୀକୁ ସରୋଜ କହିଥିଲା। ଯେଉଁଥି ପାଇଁ ସରୋଜ ରେବତୀକୁ ରାୟପୁର ନେଇଥିଲା। ଆଉ ପରେ ସେଠାରୁ ରେବତୀକୁ ରାଜସ୍ଥାନର ମଞ୍ଜୁଲା ଗାଁକୁ ନେଇ ଯାଇଥିଲା।

ରାଜସ୍ଥାନରେ ସରୋଜ ଜଣେ ଅଜଣା ଘରେ ଲକ୍ଷାଧିକ ଟଙ୍କାରେ ନିଜ ପତ୍ନୀକୁ ବିକ୍ରି କରି ଦେଇଥିଲା। ତେବେ କିଛି ଦିନ ନୀରବ ରହିବା ପରେ ସରୋଜ ତା’ର ଶ୍ୱଶୂର ଘରକୁ ଫୋନ କରି ସବୁ କଥା କହିଥିଲା ଯେ ତାଙ୍କ ଝିଅ ଅନ୍ୟଜଣେ ପିଲାକୁ ପ୍ରେମ କରି କୁଆଡ଼େ ଚାଲିଯାଇଛି। ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ରେବତୀର ମାତାପିତା। ଏହା ପରେ ଝିଅକୁ ଅନ୍ୟ କୁଆଡେ ବିକ୍ରି କରିବା ସନ୍ଦେହରେ ରେବତୀର ମାତାପିତା ବେଲପଡା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇଲା ପରେ ବେଲପଡ଼ା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ କରି ରେବତୀ ପାଖରେ ପହଞ୍ଚି ତାକୁ ଉଦ୍ଧାର କରି ଆଜି ତା ବାପା ମା’ଙ୍କ ପାଖରେ ଛାଡ଼ି ଦେଇଥିଲା। ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଥିବା ରେବତୀ କହିଛନ୍ତି, ମୁଁ ଆଉ ପିଶାଚ ସ୍ୱାମୀ ପାଖକୁ ଯିବି ନାହିଁ। ରାଜସ୍ଥାନର ଯାହା ଘରେ ଥିଲି ସେମାନେ ଭଲ ଲୋକ। ମୋତେ ଅତ୍ୟାଚାର କରି ନାହାନ୍ତି। ମୋତେ ବିବାହ କରିବା ପାଇଁ ସେହି ପରିବାର ମତେ କିଣିଥିଲେ ଏବଂ ମୋତେ ପାଇ ଖୁସିରେ ଥିଲେ।

ଏପଟେ ସ୍ୱାମୀ କହୁଛି ମୋର ହାର୍ଟ ଅପରେସନ ପାଇଁ ମୁଁ ମୋର ପତ୍ନୀକୁ ଅନ୍ୟ ଲୋକଙ୍କ ଘରେ ୬୦ ହଜାର ଟଙ୍କାରେ ବନ୍ଧକ ଦେଇଥିଲି। କିନ୍ତୁ ଏହି କାମରେ ଜଣେ ମଧ୍ୟସ୍ଥି ତାକୁ ସାହାଯ୍ୟ କରିଥିବା ସରୋଜ କହିଛନ୍ତି। ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story