କାଲି ନୂଆଁଖାଇ, ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି!

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ହେଲେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ସିଙ୍ଗଳପଡା ସ୍ଥିତ ଶ୍ୟାମ କାଳି ମନ୍ଦିରରୁ ବିପୁଳ ପରିମାଣର ଟଙ୍କା ଓ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ଆସିଛି। ଗୁରୁବାର ବିଳମ୍ବିତ ମନ୍ଦିରରୁ ରାତିରେ ସୁନା ପଦକ, ରୁପାର ପାଉଁଜି, ରୁପାର ଖଡୁ ଓ ଲକ୍ଷାଧିକ ଟଙ୍କା ଥିବା ଦାନ ବାକ୍ସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ମନ୍ଦିରର ପୂଜକ କଣ୍ଟାବାଞ୍ଜି […]

kantabanji

kantabanji

Ranjit Kumar Jena
  • Published: Friday, 10 September 2021
  • Updated: 10 September 2021, 04:37 PM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ହେଲେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ସିଙ୍ଗଳପଡା ସ୍ଥିତ ଶ୍ୟାମ କାଳି ମନ୍ଦିରରୁ ବିପୁଳ ପରିମାଣର ଟଙ୍କା ଓ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ଆସିଛି। ଗୁରୁବାର ବିଳମ୍ବିତ ମନ୍ଦିରରୁ ରାତିରେ ସୁନା ପଦକ, ରୁପାର ପାଉଁଜି, ରୁପାର ଖଡୁ ଓ ଲକ୍ଷାଧିକ ଟଙ୍କା ଥିବା ଦାନ ବାକ୍ସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ମନ୍ଦିରର ପୂଜକ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି।

ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି। ଅଭିଯୋଗ ଅନୁସାରେ ଆସନ୍ତା କାଲି ନୂଆଁଖାଇ ପର୍ବ ଥିବାରୁ ଲୋକେ ପର୍ବ ପାଳନ ପାଇଁ ନିଜ ନିଜ ଭିତରେ ସଜବାଜ ହେଉଛନ୍ତି। ଠିକ୍ ଏହି ସମୟରେ ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଚୋର ମାନେ କାଳି ମନ୍ଦିରରୁ ଚୋରି କରିଥିଲେ।

ତେବେ ଆଜି ସକାଳୁ ସକାଳୁ ମନ୍ଦିରର ପୂଜକ ଯେତେବେଳେ ମନ୍ଦିରକୁ ପୂଜା କରିବାକୁ ଆସିଲେ। ଦେଖିଲେ ମନ୍ଦିରରୁ ଅଳଙ୍କାର ଓ ଚୋରି ହୋଇଯାଇଛି। ପୂଜକ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ଅନୁସାରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ କଣ୍ଟାବାଞ୍ଜି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story