ମନୁଷ୍ୟକୃତ ମରୁଡି: ପାଣି ଅଛି ଶୋଷ ମେଣ୍ଟୁନି

ବଲାଙ୍ଗିର(ମନରଞ୍ଜନ ଯୋଶୀ): ଚିରମରୁଡି ପ୍ରପୀଡିତ ବଲାଙ୍ଗିର ଜିଲ୍ଳାରେ ଏଥର ବି ନିଅଣ୍ଟିଆ ବର୍ଷା । ଆଉ  ମରୁଡିର ପଦଧ୍ୱନୀ ।  ପାଣି ପାଇଁ ହାହାକାର ଚାଷୀ  । ହେଲେ ପାଣି ପାଇଁ ବ୍ୟବସ୍ଥା ଅଛି କିନ୍ତୁ ଅବସ୍ଥା ନାହିଁ` । ଦୁର୍ନିତୀ ଦାଉ ସାଧିଛି । ଠିକାଦାର ଯନ୍ତ୍ରୀ ଠକି ଖାଇଗଲେ କୋଟି କୋଟି ଟଙ୍କା । କେନାଲ ନିର୍ମାଣରେ ହୋଇଛି ମହାଦୁର୍ନିତୀ।  ନିର୍ମାଣର ମାତ୍ର ଦୁଇମାସ ପରେ  ଭାଙ୍ଗିଗଲା କଂକ୍ରିଟ କେନାଲ।  ଏପଟେ ମାଟି ଫାଟି […]

6hkl

6hkl

Tapas Behera
  • Published: Tuesday, 17 August 2021
  • Updated: 17 August 2021, 05:39 PM IST

Sports

Latest News

ବଲାଙ୍ଗିର(ମନରଞ୍ଜନ ଯୋଶୀ): ଚିରମରୁଡି ପ୍ରପୀଡିତ ବଲାଙ୍ଗିର ଜିଲ୍ଳାରେ ଏଥର ବି ନିଅଣ୍ଟିଆ ବର୍ଷା । ଆଉ  ମରୁଡିର ପଦଧ୍ୱନୀ ।  ପାଣି ପାଇଁ ହାହାକାର ଚାଷୀ  । ହେଲେ ପାଣି ପାଇଁ ବ୍ୟବସ୍ଥା ଅଛି କିନ୍ତୁ ଅବସ୍ଥା ନାହିଁ` । ଦୁର୍ନିତୀ ଦାଉ ସାଧିଛି । ଠିକାଦାର ଯନ୍ତ୍ରୀ ଠକି ଖାଇଗଲେ କୋଟି କୋଟି ଟଙ୍କା । କେନାଲ ନିର୍ମାଣରେ ହୋଇଛି ମହାଦୁର୍ନିତୀ।  ନିର୍ମାଣର ମାତ୍ର ଦୁଇମାସ ପରେ  ଭାଙ୍ଗିଗଲା କଂକ୍ରିଟ କେନାଲ।  ଏପଟେ ମାଟି ଫାଟି ଆଁ କଲାଣି ।  କିନ୍ତୁ ପାଖ ଡ୍ୟାମରେ ପାଣିଥିଲେ ବି କେନାଲରେ ପାଣି ଆସିପାରୁନି ।  ଘଟଣାକୁ ନେଇ ଗଣମାଧ୍ୟମରେ ଖବର ହୋଇଥିଲା ।  ତୁରନ୍ତ ମରାମତି ପାଇଁ ଠିକାଦାରଙ୍କୁ ନିର୍ଦେଶ ଦେଇଥିଲେ ବିଭାଗୀୟ ବାବୁ  । କିନ୍ତୁ ଅଧିକାରୀଙ୍କୁ ଠିକାଦାରଙ୍କ ଖାତିର ନାହିଁ  । କିଛି ନକରି ବିଲ ପାଇଗଲେ । ଆଉ ଦୁର୍ନିତୀ ପାଇଁ ଦୁର୍ଦ୍ଦିନରେ ଚାଷୀ  । ଅବଶ୍ୟ ଘଟଣା ଜାଣି  ଆଗକୁ ଆସିଛି ଭିଜିଲାନ୍ସ ବିଭାଗ । ଗ୍ରାଉଣ୍ଡ ଜିରୋର ସ୍ଥିତି ବି ପରଖିଛନ୍ତି ଭିଜିଲାନ୍ସ ଅଧିକାରୀ ।

ବଲାଙ୍ଗିର ଜିଲ୍ଳା ଦାଦନ ପ୍ରବଣ ବେଲପଡା ବ୍ଳକର ଏକ ଏମ.ଆଇ ପ୍ରେଜେ ଗଂଜାଧର ପ୍ରକଳ୍ପ। ନିଅଣ୍ଟିଆ ବର୍ଷା ସତ୍ୱେ, ପାଣି ଭର୍ତ୍ତି ହୋଇଅଛି ।  ହେଲେ ଡ୍ୟାମ ତଳେ ଥିବା ଜମି ମାଟି ଫାଟି ଆଁ କଲାଣି । ସାଗୁଆ ଧାନ ଶୁଖି ପାଳ ହୋଇଗଲାଣି ।  ଗଜା ମରୁଡିର ଶିକାର ହେଲେଣି ଚାଷୀ  । ଆଉ କେହି କେହି ତ ପାଣି ଅଭାବରୁ ଚାଷ ଆରମ୍ଭ କରିନଥିବାରୁ, ପଡିଆ ପଡିଛି ଜମି।   କାରଣ ଜମିକୁ ଜଳ ନାହିଁ ।  କିନ୍ତୁ ଜମି ପାଖରେ ପ୍ରକଳ୍ପ  ପାଣି ଭର୍ତ୍ତି  । ନବନିର୍ମିତ ଏହି କଂକ୍ରୀଟ କେନାଲ କାମ ସରିବାର ମାତ୍ର ଦୁଇମାସ ହୋଇନି, ଭାଙ୍ଗିରୁଜି ଗଲାଣି  ହାତରେ ଉପୁଡି ଯାଉଛି କଂକ୍ରିଟ ବାଡ ।  ନିମ୍ନମାନର କାମ ପାଇଁ କଂକ୍ରିଟ ଭାଙ୍ଗିପୋତିହୋଇଗଲା ।  ଆରମ୍ଭ ହେବା ଆଗରୁ ଅକାମୀ ହୋଇଗଲା କେନାଲ ।  ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ କାମ ହୋଇଥିବା କେନାଲ ଏବେ ଦୁର୍ନିତୀର ଗବେଷଣା କେନ୍ଦ୍ର ପାଲଟିଛି।  କାରଣ କାମ ସରୁ ସରୁ କୋଟି କୋଟି ଟଙ୍କାର ବିଲ ଉଠାଇଛି ଠିକାଦାର  । ହେଲେ କାମକୁ ନୁହେଁ, କେନାଲ  ଏ ନେଇ ପ୍ରଥମେ ଓଟିଭିରେ ଖବର ପ୍ରକାଶିତ ହୋଇଥିଲା  । ମରାମତି ପାଇଁ ପ୍ରତିଶୃତି ଦେଇଥିଲେ ନିର୍ବାହୀଯନ୍ତ୍ରୀ ।  ଠିକାଦାରଙ୍କୁ ତାଗିଦ ବି କରିଥିଲେ  । କିନ୍ତୁ ଠିକାଦାରଙ୍କ ଖାତିର ନାହିଁ  । ଠିକାସଂସ୍ଥା କିଛି କଲା ନାହିଁ  । ଆଉ ଏବେ ଚାଷୀଙ୍କୁ ପାଣି ଦରକାର ସମୟରେ କେନାଲ ପୋତିହୋଇଗଲା ।  ଜମିକୁ ପାଣି ମାଡିଲାନାହିଁ  । ମରୁଡିର ଶିକାର ହେଲେ ପାଖାପାଖି ତିନୋଟି ପଂଚାୟତର ପାଖାପାଖି ୫ ଶହ ରୁ ୬ ଶହ ଚାଷୀ  ।

‘ଓଟିଭି’ରେ ଖବର ପ୍ରକାଶିତ ହେଲା ପରେ ଏବେ ଆକ୍ସନ ମୋଡରେ ଭିଜିଲାନ୍ସ  ।  ବଲାଙ୍ଗିର ଭିଜିଲାନସ କାଯର୍ୟାଳୟ ତରଫରୁ, କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି ।  ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଗଂଜାଧର ଜଳସେଚନ ପ୍ରକଳ୍ପ କେନାଲ କାମରେ ହୋଇଥିବା ଦୁର୍ନିତୀର ସବୁ ଡକ୍ୟୁମେଣ୍ଟ ଦାଖଲ କର । ଏପରିକି ଅଧିକାରୀଙ୍କୁ ନେଇ ଗ୍ରାଉଣ୍ଡ ଜିରୋର ସ୍ଥିତି ପରଖିସାରିଛନ୍ତି ଭିଜିଲାନ୍ସ ଅଧିକାରୀ।  ଏବେ ଆସନ୍ତୁ ନଜର ପକାଇବା ପ୍ରକଳ୍ପର ଏହି ରୂପରେଖ ଉପରେ  । ୨୦୧୯-୨୦ରେ କାମ ପାଇଁ ଚୁକ୍ତି କରିଥିଲା ସୁପରକ୍ଳାସ କଣ୍ଟ୍ରାର ସଂସ୍ଥା ଏଚ.ଏମ କନଷ୍ଟ୍ରକସନ ।  ୨୦୨୧ ମସିହା ମାର୍ଚ୍ଚ ୬ ତାରିଖ କାମ ସରିବା କଥା ।  ହେଲେ କାମ ନସରିନଥିଲେ ବି ପାଖାପାଖି ଅଢେଇ କୋଟି ଟଙ୍କା ଉଠାଇ ସାରିଛି ଠିକାସଂସ୍ଥା ।  ମିଳିଥିବା ସୂଚନା ଅନୁଯାୟୀ, କାମ ନେଇ ନିଜେ କାମ ନକରି ପେଟି କଣ୍ଟ୍ରାର ଲଗାଇ ନିମ୍ନ ମାନର କାମ କରିଛି ଠିକାସଂସ୍ଥା ।  ପାଖାପାଖି ୭ କୋଟି ଟଙ୍କାର ଏହି ପ୍ରକଳ୍ପରେ କାମ ଆରମ୍ଭରୁ ମହାଦୁର୍ନିତୀ ହୋଇଥିବା ଜଣାଯାଇଛି। ଏଠି ବଡ ପ୍ରଶ୍ନ କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ, ଏସଡିଓ ଓ ନିର୍ବାହୀ ଯନ୍ତ୍ରୀଙ୍କ ସିଧାସଲଖ ତଦାରଖରେ କାମ ହେଉଥିଲେ ବି, କେମିତି ହେଲା ମହାଦୁର୍ନିତୀ  । ଆଉ ଏବେ ଦୁର୍ନିତୀର ପରିଣାମ ସୂରୁପ ଚାଷୀ କ୍ଷେତକୁ ପାଣି ଯାଉନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story