ମିଲର୍-୪୨୦: ଠକେଇ ହୋଇଛି ୬ କୋଟି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର) ମିଲର୍-୪୨୦।  ଠକେଇ ପରିମାଣ ପ୍ରାୟ ୬କୋଟି । ଆମେ କହୁଛୁ କଣ୍ଟାବାଞ୍ଜିର ଲିଲୁରାମ ରାଇସ ମିଲ୍ ଓ ତା ମାଲିକଙ୍କ କଥା । ଏଥର ଧାନକିଣା ସିଜନ ଆରମ୍ଭରୁ, ଧରାପଡିଥିଲା ତାଙ୍କ କାରନାମା । ଟିଟିଲାଗଡ ଉପଜିଲ୍ଳାପାଳଙ୍କ ନେତୃତ୍ୱରେ ଲିଲୁରାମ୍ ରାଇସ୍ ମିଲ୍ ଉପରେ ଚଢ଼ାଉ କରାଯାଇଥିଲା। ୭ରୁ ୮ ଟି ଗୋଦାମକୁ ଛାନଭିନ କଲା ତଦନ୍ତକାରୀ ଟିମ୍ । ଏମିତି ତ ତଦନ୍ତରେ ସହଯୋଗ ପାଇଁ ବାରବାର ମିଲ୍ ମାଲିକ ନିବାସ ଜୈନକୁ […]

5678

5678

Tapas Behera
  • Published: Wednesday, 17 February 2021
  • Updated: 17 February 2021, 07:50 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର) ମିଲର୍-୪୨୦।  ଠକେଇ ପରିମାଣ ପ୍ରାୟ ୬କୋଟି । ଆମେ କହୁଛୁ କଣ୍ଟାବାଞ୍ଜିର ଲିଲୁରାମ ରାଇସ ମିଲ୍ ଓ ତା ମାଲିକଙ୍କ କଥା । ଏଥର ଧାନକିଣା ସିଜନ ଆରମ୍ଭରୁ, ଧରାପଡିଥିଲା ତାଙ୍କ କାରନାମା । ଟିଟିଲାଗଡ ଉପଜିଲ୍ଳାପାଳଙ୍କ ନେତୃତ୍ୱରେ ଲିଲୁରାମ୍ ରାଇସ୍ ମିଲ୍ ଉପରେ ଚଢ଼ାଉ କରାଯାଇଥିଲା। ୭ରୁ ୮ ଟି ଗୋଦାମକୁ ଛାନଭିନ କଲା ତଦନ୍ତକାରୀ ଟିମ୍ । ଏମିତି ତ ତଦନ୍ତରେ ସହଯୋଗ ପାଇଁ ବାରବାର ମିଲ୍ ମାଲିକ ନିବାସ ଜୈନକୁ ଯୋଗାଯୋଗ କରିଥିଲା ପ୍ରଶାସନ ।

ହେଲେ ସେ ଜମାରୁ ଧରାଦେଲେନି।  ଜଣେ ସଂର୍ପକୀୟଙ୍କ ଉପସ୍ଥିତିରେ, ମିଲରେ ଛାନଭିନ ହେଲା । ତିନିଦିନର ଖୋଲତାଡ଼ ବେଳେ ଧାନ ମିଲିଂ କରି ଡେଲିଭରି ଦେବା ଆଗରୁ ଧରାପଡିଯାଇଥିଲା ତାଙ୍କ ଚଞ୍ଚକତା।  ହିସାବ କିତାବ ପରେ ଜଣାପଡିଲା, ମିଲରେ କମ୍ ଅଛି । ପ୍ରାୟ ୩୦ ହଜାର କ୍ୱିଣ୍ଟାଲ ଧାନ ଓ ୧ ହଜାର କ୍ୱିଣ୍ଟାଲ ଚାଉଳ ଯାହାର ମୂଳ୍ୟ ପାଖାପାଖି ୬ କୋଟି ଟଙ୍କା । ଏହାପରେ ତତ୍‌କ୍ଷଣାତ ମିଲର୍ଙ୍କ ବ୍ୟାଙ୍କ ଡିପୋଜିଟ୍ ସିଜ୍ ସହ ତାଙ୍କ ଆକାଉଣ୍ଟକୁ ବି ଜବତ କରାଯାଇଥିଲା । ଆଉ ସବିଶେଷ ହିସାବ କିତାବ ପରେ, ୩ କୋଟି ୫ଲକ୍ଷ ୭୧ ହଜାର ଟଙ୍କାର ରିକଭରି ନୋଟିସ ଲିଲୁରାମଙ୍କ ପାଖକୁ ପଠାଇଛନ୍ତି ଜିଲ୍ଳା ଯୋଗାଣ ଅଧିକାରୀ । ଖାଲି ସେତିକି ନୁହେଁ-ଲିଲୁରାମ ଜୈନଙ୍କ ସହ ତାଙ୍କ ସଂପର୍କୀୟ ପୀୟୁଷ ଜୈନ ଓ ନିବାସ ଜୈନଙ୍କ ବିରୋଧରେ ମାମଲା ରୁଜୁ ପାଇଁ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଟିଟିଲାଗଡ ଉପଜିଲ୍ଳାପାଳଙ୍କ ନିର୍ଦ୍ଦେଶକ୍ରମେ ତୁରେକେଲା ସପ୍ଳାଏ ଇନସପେକ୍ଟର ନିଜେ କଣ୍ଟାବାଞ୍ଜି ଥାନାରେ କରିଛନ୍ତି ଲିଖିତ ଅଭିଯୋଗ । ଯାହା ଆଧାରରେ ମିଲ୍ ମାଲିକ ନିବାସ ଜୈନଙ୍କ ନାଁରେ ଧାରା ୪୨୦ରେ ରୁଜୁ ହୋଇଛି ଠକେଇ  ମାମଲା । ତେବେ ଏଫଆଇଆରରୁ ସ୍ପଷ୍ଟ ଧରାପଡ଼ିଛି କେମିତି ପ୍ରଶାସନକୁ ମିଲର୍ କରିଛନ୍ତି ବେଖାତିର । ମିଲରେ ଚଢ଼ଉବେଳେ ଡାକରା ପାଇ ଆସିନଥିଲେ, ଆଉ ଏବେ ମାମଲା ରୁଜୁ ପରେ ଉଭୟ ପ୍ରଶାସନ ଓ ପୋଲିସକୁ ଚକ୍‌ମା ଦେଇ ଫେରାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story