ମେଡ଼ିକାଲ ଭିତରେ ହେଲ୍‌ମେଟ୍‌ ପିନ୍ଧି ବସିଛନ୍ତି ଫାର୍ମାସିଷ୍ଟ

୫ ବର୍ଷ ତଳେ ଖପ୍ରାଖୋଲ ବ୍ଲକ୍‌ ଧଣ୍ଡାମୁଣ୍ଡା ଗାଁରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ମରାମତି ହୋଇଥିଲା। ତା’ପରଠାରୁ ସେଠାରେ ରୋଗୀ ସେବା ଚାଲିଥିଲା। ହେଲେ ସୋମବାର ଉକ୍ତ ମେଡ଼ିକାଲ୍‌ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ପଡ଼ିଲା।

Medical PhotoOR

ହେଲ୍‌ମେଟ୍‌ ପିନ୍ଧି ବସିଛନ୍ତି

Manoranjan Sial
  • Published: Wednesday, 05 July 2023
  • Updated: 05 July 2023, 07:18 PM IST

Sports

Latest News

ମେଡ଼ିକାଲ ଭିତରେ ହେଲ୍‌ମେଟ୍‌ ପିନ୍ଧି ବସିଛନ୍ତି ଫାର୍ମାସିଷ୍ଟ। ଏପରି ଚିତ୍ର ଆସିଛି ବଲାଙ୍ଗିରରୁ। ଯାହା ଆଜି ଜିଲ୍ଲାର ଆଲୋଚ୍ୟ ବିଷୟ ପାଲଟିଛି। ତେବେ ଏଠି ପ୍ରଶ୍ନ ଉଠୁଥିବ କ’ଣ ପାଇଁ ଫାର୍ମାସିଷ୍ଟ ଜଣକ ମେଡ଼ିକାଲ୍‌ ଭିତରେ ହେଲ୍‌ମେଟ୍‌ ପିନ୍ଧିଛନ୍ତି? ଏହାର ଉତ୍ତର ଜାଣିବାକୁ ହେଲେ ପଢ଼ନ୍ତୁ ପୂରା ରିପୋର୍ଟ।

Also Read

୫ ବର୍ଷ ତଳେ ଖପ୍ରାଖୋଲ ବ୍ଲକ୍‌ ଧଣ୍ଡାମୁଣ୍ଡା ଗାଁରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ମରାମତି ହୋଇଥିଲା। ତା’ପରଠାରୁ ସେଠାରେ ରୋଗୀ ସେବା ଚାଲିଥିଲା। ହେଲେ ସୋମବାର ଉକ୍ତ ମେଡ଼ିକାଲ୍‌ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ପଡ଼ିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ଫର୍ମାସିଷ୍ଟ ସୁମନ୍ତ କୁମାର ନାୟକ ଓ ଅଳ୍ପ କିଛି ରୋଗୀ। ପ୍ଲାଷ୍ଟର ଖସିବାରୁ ଛାତର ରଡ୍‌ ଦେଖାଯାଉଛି। ତେଣୁ ଫାର୍ମାସିଷ୍ଟ ନିଜକୁ ଅସୁରକ୍ଷିତ ମଣି ନିଜ ରୁମ୍‌ରେ ହେଲ୍‌ମେଟ୍‌ ପିନ୍ଧି ବସିଛନ୍ତି। ଆଉ ରୋଗୀଙ୍କୁ ଔଷଧ ବାଣ୍ଟୁଛନ୍ତି।

ତେବେ ଏନେଇ ମେଡ଼ିକାଲର ଡାକ୍ତର କହିଛନ୍ତି, ୫ ବର୍ଷ ତଳେ ମରାମତି ହୋଇଥିଲା। ଗତ ବର୍ଷାରେ ପାଣି ଟିକେ ଟିକେ ଲିକେଜ ହେଉଥିଲା। ଏନେଇ ଉଚ୍ଚ ପଦସ୍ତ ଅଧିକାରୀଙ୍କ ପାଖରେ ମୌଖିକ ଭାବେ କହିଥିଲି। କୌଣସି ଚିଠି କରିନଥିଲି। ମରାମତି କରାଯିବ ବୋଲି କୁହାଯାଇଥିଲା। ଏଥର ବର୍ଷା ହେବାରୁ ପାଣି ଲିକେଜ ହୋଇ ପ୍ଳାଷ୍ଟର ଖସି ପଡ଼ିଥିଲା। କିନ୍ତୁ ଏଥିରେ କେହି ଆହତ ହୋଇନଥିବା ଡାକ୍ତର କହିଛନ୍ତି।

ରିପୋର୍ଟ-ପାଟଣାଗଡ଼ରୁ କରୁଣାକର ବୁଡେକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story