କାଳିଆର ନିଆରା ଭକ୍ତ ଶେଷଦେବ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସେ ଭାବବିନୋଦିଆ ଠାକୁର । ସେ ଭକତ ଭାବରେ ବନ୍ଧା । ଭକ୍ତିରେ ବାନ୍ଧି ହେଉଥିବା ଠାକୁର ସିଏ । ତା ଡୋରୀରେ ବନ୍ଧା ହୋଇ ୬୫ ବର୍ଷ ହେବ କାଳିଆ ପ୍ରେମରେ ବାୟା ହୋଇଥିବା ଜଣେ ଭକ୍ତ ହେଉଛନ୍ତି ବଲାଙ୍ଗିର ସହର କଳମଣ୍ଡଳ ପଡାର ଶେଷଦେବ ସେଠ । ବଲାଙ୍ଗିର ଉତ୍କଳ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଶେଷଦେବଙ୍କ ଜଗନ୍ନାଥ ଭକ୍ତି ଦେଖିଲେ ଯେକେହି ବି ଚକିତ ହେବ । ଶେଷଦେବଙ୍କୁ ଯେତେବେଳେ ୧୦ […]

6nm-1

6nm-1

Tapas Behera
  • Published: Tuesday, 20 July 2021
  • Updated: 20 July 2021, 05:43 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସେ ଭାବବିନୋଦିଆ ଠାକୁର । ସେ ଭକତ ଭାବରେ ବନ୍ଧା । ଭକ୍ତିରେ ବାନ୍ଧି ହେଉଥିବା ଠାକୁର ସିଏ । ତା ଡୋରୀରେ ବନ୍ଧା ହୋଇ ୬୫ ବର୍ଷ ହେବ କାଳିଆ ପ୍ରେମରେ ବାୟା ହୋଇଥିବା ଜଣେ ଭକ୍ତ ହେଉଛନ୍ତି ବଲାଙ୍ଗିର ସହର କଳମଣ୍ଡଳ ପଡାର ଶେଷଦେବ ସେଠ । ବଲାଙ୍ଗିର ଉତ୍କଳ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଶେଷଦେବଙ୍କ ଜଗନ୍ନାଥ ଭକ୍ତି ଦେଖିଲେ ଯେକେହି ବି ଚକିତ ହେବ । ଶେଷଦେବଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା, ସେତେବେଳେ ମାଟିର ରଥ ଏବଂ ମାଟିରେ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ମୂର୍ତ୍ତି ତିଆରି କରିଥିଲେ ।

ତାପରେ କୁନି ଠାକୁରଙ୍କ କୁନି ରଥଯାତ୍ରା କରିଥିଲେ । ସେହିଦିନ ଠାରୁ ଜାରି ରହିଛି ଶେଷଦେବଙ୍କ କାଳିଆ ସେବା । ପୁରୀରୁ ମୂର୍ତ୍ତି ଆଣି ନିଜ ଘର ଭିତରେ ମନ୍ଦିର ତିଆରି କରିଥିଲେ । ପ୍ରତ୍ୟେକ ଦିନ ରୀତିନୀତିରେ ପୂଜାର୍ଚ୍ଚନା କରନ୍ତି ଶେଷଦେବ । ବ୍ୟାଙ୍କର ଜଣେ ଅଫିସର ପୁରୀର ହୋଇଥିବାରୁ ଚାକିରୀ ସମୟରେ ପୁରୀ ଯିବାର ସୁଯୋଗ ପାଉଥିଲେ  । ପୁରୀରେ ଶ୍ରୀମନ୍ଦିରକୁ ଯାଇ ପ୍ରଭୁଙ୍କ ପୂଜାର୍ଚ୍ଚନା, ରୀତିନୀତି ସବୁ କିଛି ନିଜ ଆଖିରେ ଦେଖୁଥିଲେ । ତାପରେ ପୁରୀରେ ହେଉଥିବା ସବୁ ରୀତିନୀତି ଅନୁସାରେ ନିଜ ଘରେ ଠାକୁରଙ୍କ ପୂଜାର୍ଚ୍ଚନା କରୁଛନ୍ତି ଶେଷଦେବ।  ନିଜ ଖର୍ଚ୍ଚରେ ତିନି ଠାକୁରଙ୍କ ରୂପା ମୁକୁଟ ତଥା ସୁନା ଅଳଙ୍କାର ତିଆରି କରିଛନ୍ତି । ରଥଯାତ୍ରାରେ ନିଜେ ତିନି ଠାକୁରଙ୍କୁ ସଜାଇ ଦଶଅବତାର ମଧ୍ୟ କରାନ୍ତି ।

ଏହା ସହିତ ବାହୁଡା ଯାତ୍ରା ପରେ ସୁନ୍ଦର ଭାବରେ ତିନି ଠାକୁରଙ୍କୁ ସୁନା ବେଶରେ ଭୂଷଣ କରାନ୍ତି । ଅନେକ ଥର ସ୍ୱପ୍ନରେ ଆସି ତିନି ଠାକୁର ଶେଷଦେବଙ୍କ ସହିତ କଥାବାର୍ତ୍ତା ହେଉଥିବା ମଧ୍ୟ କୁହନ୍ତି । ସତେ ଯେମିତି ଶେଷଦେବଙ୍କ ଭକ୍ତିରେ ବନ୍ଧା ହୋଇଛନ୍ତି ତିନି ଠାକୁର । ରଥଯାତ୍ରାରେ ଶେଷଦେବଙ୍କ ରଥଯାତ୍ରାରେ ପଡାର ଶହ ଶହ ଭକ୍ତ ସାମିଲ ହୁଅନ୍ତି । ଏବେ କରୋନା କଟକଣା ଥିବାରୁ ବଡ ରଥ ତିଆରି କରିନାହାନ୍ତି । କିନ୍ତୁ ନିଜ ଘର ଛାତ ଉପରେ ଛୋଟ ରଥ ତିଆରି କରି ରଥଯାତ୍ରା କରୁଛନ୍ତି ଶେଷଦେବ। କୋଭିଡ କଟକଣା ଭିତରେ ଦଶଅବତାର ମଧ୍ୟ କରିଛନ୍ତି । ସତରେ କାଳିଆ ଠାକୁର ଲୀଳା ଅପାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story