Advertisment

ରାକ୍ଷୀ ବାନ୍ଧି ପ୍ରତିଶ୍ରୁତି ଦେଲେ ରେଳମନ୍ତ୍ରୀ

ଟିଟଲାଗଡ଼(ଓଡ଼ିଶା ରିପୋର୍ଟର): ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡ଼ିଶା ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଟିଟିଲାଗଡ଼ ଗସ୍ତ କରିଥିଲେ। ରେଳ ମନ୍ତ୍ରୀଙ୍କୁ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ସୀମାନ୍ତ ଅଞ୍ଚଳ ଲୁଥରବନ୍ଧ୍ଠାରୁ ପାଛୋଟି ଆଣିଥିଲେ ଦଳୀୟ କର୍ମୀ ଓ ନେତା। ଏହାପରେ କେନ୍ଦ୍ର ମନ୍ତ୍ରୀ ଲୁଥରବନ୍ଧ ଗାଁ ରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ। ଏହାପରେ ଟିଟିଲାଗଡ଼ରେ ସାଧାରଣ ସଭାରେ ଯୋଗ ଦେଇ ଏହି ଅଞ୍ଚଳରେ ରେଲେଓ୍ୱର ବିକାଶ ଦିଗରେ କାମ କରିବେ ବୋଲି […]

ଅଦ୍ୟତନ ହୋଇଛି
ରାକ୍ଷୀ ବାନ୍ଧି ପ୍ରତିଶ୍ରୁତି ଦେଲେ ରେଳମନ୍ତ୍ରୀ

rail-minister

Advertisment

ଟିଟଲାଗଡ଼(ଓଡ଼ିଶା ରିପୋର୍ଟର): ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡ଼ିଶା ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଟିଟିଲାଗଡ଼ ଗସ୍ତ କରିଥିଲେ। ରେଳ ମନ୍ତ୍ରୀଙ୍କୁ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ସୀମାନ୍ତ ଅଞ୍ଚଳ ଲୁଥରବନ୍ଧ୍ଠାରୁ ପାଛୋଟି ଆଣିଥିଲେ ଦଳୀୟ କର୍ମୀ ଓ ନେତା।

Advertisment

ଏହାପରେ କେନ୍ଦ୍ର ମନ୍ତ୍ରୀ ଲୁଥରବନ୍ଧ ଗାଁ ରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ। ଏହାପରେ ଟିଟିଲାଗଡ଼ରେ ସାଧାରଣ ସଭାରେ ଯୋଗ ଦେଇ ଏହି ଅଞ୍ଚଳରେ ରେଲେଓ୍ୱର ବିକାଶ ଦିଗରେ କାମ କରିବେ ବୋଲି କହିଥିଲେ।

ବଲାଙ୍ଗିର ଖୋର୍ଦ୍ଧା ରେଳପଥ ଯାଥା ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଟିଟିଲାଗଡ଼ ଅଞ୍ଚଳର ମହିଳା ମାନେ ମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଥିଲେ । ପରେ ଟିଟିଲାଗଡ଼ ଡିଏଭି କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହାପରେ ସେ ବଙ୍ଗୋମୁଣ୍ଡା ସାଧାରଣ ସଭାରେ ଯୋଗଦେଇ ସାଧୁସନ୍ଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe