ପ୍ଲାଷ୍ଟିକ୍ ମାଙ୍କଡ, ବାଘ ଓ ଭାଲୁଙ୍କ ଅବସ୍ଥା ବି ସାଂଘାତିକ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବଲାଙ୍ଗିର ସହର ମଧ୍ୟ ସରକାରୀ ଟଙ୍କାରେ ପାର୍କ, ପାର୍କିଂ ପ୍ଲେସ ଓ ଭେଣ୍ଡିଂ ଜୋନ ତିଆରି କରାଯାଇଛି । ଫଳରେ ସୁନ୍ଦର ଦିଶୁଛି ସହର। ଏସବୁ ଭିତରେ କିନ୍ତୁ ସହରର ଏକମାତ୍ର ଶିଶୁ ଉଦ୍ୟାନ ବା ଚିଲଡ୍ରେନ୍ସ ପାର୍କ ଅବହେଳାର ଶିକାର ହୋଇଛି । ପାର୍କ ଭିତରେ ଥିବା ବିଭିନ୍ନ ଖେଳଣା ଭାଙ୍ଗିରୁଜି ଗଲାଣି । […]

690

690

Tapas Behera
  • Published: Monday, 30 August 2021
  • Updated: 30 August 2021, 04:04 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବଲାଙ୍ଗିର ସହର ମଧ୍ୟ ସରକାରୀ ଟଙ୍କାରେ ପାର୍କ, ପାର୍କିଂ ପ୍ଲେସ ଓ ଭେଣ୍ଡିଂ ଜୋନ ତିଆରି କରାଯାଇଛି । ଫଳରେ ସୁନ୍ଦର ଦିଶୁଛି ସହର। ଏସବୁ ଭିତରେ କିନ୍ତୁ ସହରର ଏକମାତ୍ର ଶିଶୁ ଉଦ୍ୟାନ ବା ଚିଲଡ୍ରେନ୍ସ ପାର୍କ ଅବହେଳାର ଶିକାର ହୋଇଛି । ପାର୍କ ଭିତରେ ଥିବା ବିଭିନ୍ନ ଖେଳଣା ଭାଙ୍ଗିରୁଜି ଗଲାଣି । ଭଙ୍ଗା ଦଦରା ଖେଳଣାରେ ଖେଳିବାକୁ ବାଧ୍ୟ ହେଉଛନ୍ତି ଛୋଟ ଛୋଟ ଛୁଆ । ଶୀଘ୍ର ଶିଶୁ ଉଦ୍ୟାନର ନବୀକରଣ କରିବା ପାଇଁ ସାଧାରଣ ଲୋକେ ଦାବି କରୁଛନ୍ତି । ଅନ୍ୟପଟେ ଶୀଘ୍ର ଶିଶୁ ଉଦ୍ୟାନକୁ ନ୍ୟୁ-ଲୁକ୍ ଦିଆଯିବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ।

ବଲାଙ୍ଗିର ଜିଲ୍ଲାପାଳଙ୍କ ରେସିଡେଣ୍ଟ ନିକଟରେ ସହରର ଏକ ମାତ୍ର ବିଜୁପଟ୍ଟନାୟକ ଶିଶୁ ଉଦ୍ୟାନ ରହିଛି  । ଦୀର୍ଘ ବର୍ଷ ହେବ ଉଦ୍ୟାନର ନବୀକରଣ କାର୍ଯ୍ୟ କରାଯାଇ ନ ଥିବାରୁ ପାର୍କର ଖେଳଣା ଭାଙ୍ଗିରୁଜି ଗଲାଣି। ଏପରିକି ପାର୍କ ଭିତରେ ଥିବା ପ୍ଲାଷ୍ଟିକ ମାଙ୍କଡ, ବାଘ ଓ ଭାଲୁଙ୍କ ଅବସ୍ଥା ବି ସାଂଘାତିକ । ଛୋଟ ଛୋଟ ଛୁଆଙ୍କୁ ଆକର୍ଷିତ କରୁଥିବା ଏହି କୁତ୍ରିମ ଜୀବଜନ୍ତୁ ଗୁଡିକ ନଷ୍ଟ ହେବାରେ ବସିଛି । ପାର୍କରେ ଥିବା ଦୋଳି, ଡଷ୍ଟବିନ, ୱାଟରସ୍ପ୍ରିଙ୍ଗ  ଗୁଡିକ ମଧ୍ୟ ନଷ୍ଟ ହେବାରେ ଲାଗିଛି । ଶୀଘ୍ର ଶିଶୁଉଦ୍ୟାନର ଉନ୍ନତିକରଣ କରିବା ସହିତ ଏହାର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

କରୋନା କଟକଣା ଯୋଗୁଁ ବନ୍ଦ ରହିଛି ସ୍କୁଲ । ଛୋଟ ଛୋଟ ଛୁଆ ଘରେ ରହି ବୋର ହେଉଛନ୍ତି । ତେଣୁ ଛୁଆଙ୍କୁ ମନରଂଜନର ଖୋରାକ ଯୋଗାଇବା ତଥା ତାଙ୍କ ମାଇଣ୍ଡକୁ ଫ୍ରେସ କରିବା ପାଇଁ ଦରକାର ଖେଳଣା ଓ ପାର୍କ । ଏପରି ସମୟରେ ସଂଧ୍ୟା ହେଲେ ବଲାଙ୍ଗିର ସହରର ଶିଶୁ ଉଦ୍ୟାନରେ ଶିଶୁଙ୍କ ଭିଡ ଜମୁଛି । କିନ୍ତୁ ଭଙ୍ଗା ଖେଳଣା ଶିଶୁଙ୍କ ମନ ଭାଙ୍ଗି ଦେଉଛି । ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ପ୍ରାୟ ୨୦ ବର୍ଷ ତଳେ ଏହି ଶିଶୁ ଉଦ୍ୟାନର ନିର୍ମାଣ କରାଯାଇଥିଲା । ଗତ ୯ ବର୍ଷ ତଳେ ଲକ୍ଷାଧିକ ଟଙ୍କାର ଅନୁଦାନରେ ପାର୍କକୁ ନୂଆ ରୂପ ଦିଆଯାଇଥିଲା । ସେହି ଦିନଠୁ ପାର୍କ ଅବହେଳିତ ଅବସ୍ଥାରେ ପଡିରହିଛି । ସେପଟେ ଅନୁଦାନ ଟଙ୍କା ଆସିଯାଇଛି।  ଖୁବ ଶୀଘ୍ର ଶିଶୁ ଉଦ୍ୟାନର ନବୀକରଣ କରାଯିବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story