ଶଟ୍ ଡାଉନ୍ ଶୁଣିବୁନି, ହତ୍ୟା ଅଭିଯୁକ୍ତଙ୍କୁ କାହିଁକି ଗିରଫ କରୁନ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନା ଚେନକୁ ଭାଙ୍ଗିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ କରାଯାଇଛି ।  ଶଟ୍ଡାଉନ୍ ଥିବା ସତ୍ୱେ ନ୍ୟାୟ ଦାବିରେ ପ୍ରାୟ ୪୦ ଜଣ ଏସ.ଏଚ.ଜି ଗ୍ରୁପର ମହିଳା ଏସ.ପି ଅଫିସ ଘେରାଉ କରିଛନ୍ତି । ସଦରଥାନା କଟାପାଲି ଗାଁ ମାଧବ ହାତୀ ହତ୍ୟାକାଣ୍ଡର ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ.ପି ଅଫିସ ଘେରାଉ କରିଥିଲେ ସେହି ଗାଁର ମହିଳା । ଗତ ୩ ତାରିଖ ଦିନ ସଂପତ୍ତି ପାଇଁ […]

bnp

bnp

Tapas Behera
  • Published: Saturday, 08 May 2021
  • Updated: 08 May 2021, 05:29 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନା ଚେନକୁ ଭାଙ୍ଗିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ କରାଯାଇଛି ।  ଶଟ୍ଡାଉନ୍ ଥିବା ସତ୍ୱେ ନ୍ୟାୟ ଦାବିରେ ପ୍ରାୟ ୪୦ ଜଣ ଏସ.ଏଚ.ଜି ଗ୍ରୁପର ମହିଳା ଏସ.ପି ଅଫିସ ଘେରାଉ କରିଛନ୍ତି । ସଦରଥାନା କଟାପାଲି ଗାଁ ମାଧବ ହାତୀ ହତ୍ୟାକାଣ୍ଡର ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ.ପି ଅଫିସ ଘେରାଉ କରିଥିଲେ ସେହି ଗାଁର ମହିଳା । ଗତ ୩ ତାରିଖ ଦିନ ସଂପତ୍ତି ପାଇଁ ମାଧବ ହାତୀ ଏବଂ ଦୁତିଆ ହାତୀଙ୍କୁ ତାଙ୍କ ନିଜ ରକ୍ତସଂର୍ପକୀୟ ଦୁଇ ଭାଇ ଏବଂ ଜଣେ ପୁତୁରା ମରଣାନ୍ତକ ଆକ୍ରମଣ କରିଥିଲେ ।

ଚିକିତ୍ସାଧିନ ଅବସ୍ଥାରେ ମାଧବ ହାତୀଙ୍କ ମୃତ୍ୟୁ ହୋଇଥିଲା । ସଦର ପୋଲିସ ହତ୍ୟା ମାମଲା ରୁଜୁ କରି ମୃତ ମାଧବ ହାତୀଙ୍କ ଭାଇ ସାରଙ୍ଗ ହାତୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ଆଜି ପର‌୍ୟ୍ୟନ୍ତ ଅନ୍ୟ ଦୁଇ ଅଭିଯୁକ୍ତ ବାପ,ପୁଅ ଗୌର ହାତୀ ଏବଂ ଶୁଶାନ୍ତ ହାତୀଙ୍କୁ ଗିରଫ କରିପାରିନି ପୋଲିସ । ପରିବାର ଲୋକେ ସଦର ଥାନାକୁ ବାରମ୍ୱାର ଆସି ଦାବି କଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରୁନାହିଁ ।

ତେଣୁ ମୃତକଙ୍କ ପରିବାର ଲୋକେ ଏ ସଂର୍ପକରେ ଗାଁର ଏସ.ଏଚ.ଜି ଗ୍ରୁପର ମହିଳାଙ୍କୁ ଜଣାଇଥିଲେ । ଆଜି ବଲାଙ୍ଗିର ସହରରେ ସଟଡାଉନ ଥିଲେ ମଧ୍ୟ ନ୍ୟାୟ ପାଇଁ ଏସ.ଏଚ.ଜି ଗ୍ରୁପର ମହିଳା ମାନେ ଏସ.ପି ଅଫିସ ଘେରାଉ କରିଥିଲେ । ଗିରଫ ହୋଇନଥିବା ଅନ୍ୟ ଅଭିଯୁକ୍ତ ମାନେ ମୃତ ମାଧବ ହାତୀର ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିବାରୁ ସେମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ତେଣୁ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉ ବୋଲି ଏସ.ଏଚ.ଜି ଗ୍ରୁପର ମହିଳା ମାନେ ଦାବି କରିଥିଲେ । ସେପଟେ ବଲାଙ୍ଗିର ଏସ.ଡି.ପି.ଓ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରିବା ସହିତ ଶୀଘ୍ର ଅନ୍ୟ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story