ଭିଡ଼ ଭିତରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗତକିଛି ଦିନ ହେଲା ବଲାଙ୍ଗିର ସହରରେ ଅପରାଧ ଓ ଅପରାଧିଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ସହର କ୍ରାଇମ୍ ସିଟି ପାଲଟି ଥିବାରୁ ସଜାଗ ହୋଇଥିଲା ପୁଲିସ। ଏଥିପାଇଁ ଜିଲ୍ଲା ପୁଲିସ ତରଫରୁ ଆରମ୍ଭ ହୋଇଛି ଅପରେସନ କ୍ରାଇମ କଣ୍ଟ୍ରୋଲ। ସାରା ସହର ଭିତରେ ପଇଁନ୍ତରା ମାରୁଛନ୍ତି ପୁଲିସ। ଏସବୁ ସତ୍ତ୍ୱେ ବୋଲ ମାନୁନାହାନ୍ତି ଅପରାଧି। ଆଜି ପୁଣି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ରାତି ପ୍ରାୟ ୮ଟା ବେଳେ ଖଇରାପଡାର […]

attack

attack

Ranjit Kumar Jena
  • Published: Monday, 13 December 2021
  • Updated: 13 December 2021, 10:07 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗତକିଛି ଦିନ ହେଲା ବଲାଙ୍ଗିର ସହରରେ ଅପରାଧ ଓ ଅପରାଧିଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ସହର କ୍ରାଇମ୍ ସିଟି ପାଲଟି ଥିବାରୁ ସଜାଗ ହୋଇଥିଲା ପୁଲିସ। ଏଥିପାଇଁ ଜିଲ୍ଲା ପୁଲିସ ତରଫରୁ ଆରମ୍ଭ ହୋଇଛି ଅପରେସନ କ୍ରାଇମ କଣ୍ଟ୍ରୋଲ। ସାରା ସହର ଭିତରେ ପଇଁନ୍ତରା ମାରୁଛନ୍ତି ପୁଲିସ। ଏସବୁ ସତ୍ତ୍ୱେ ବୋଲ ମାନୁନାହାନ୍ତି ଅପରାଧି। ଆଜି ପୁଣି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।

ରାତି ପ୍ରାୟ ୮ଟା ବେଳେ ଖଇରାପଡାର ୨୪ ବର୍ଷୀୟ ଯୁବକ ରୂଦ୍ର ମନହୀରା କଲେଜ ଛକ ଦେଇ ଘରକୁ ଫେରୁଥିଲେ। ହଠାତ୍ ଭିଡ଼ ଭିତରେ ଚାରିରୁ ପାଞ୍ଚ ଜଣ ଯୁବକ ରୁଦ୍ରଙ୍କୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି। ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅନୂମାନ କରାଯାଉଛି। ଜନଗହଳିପୂର୍ଣ୍ଣ ସହରରେ ଜଣେ ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ ଘଟଣାକୁ ନେଇ ଲୋକେ ଭୟଭୀତ ହୋଇଛନ୍ତି। ଦୃବୁର୍ତ୍ତ ମାନଙ୍କୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଛି ଟାଉନ ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story