କାନ୍ଧ ଖୋଜୁଛି ବାହାନଗାର ଶବ

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପାଖାପାଖି ୨୦ ଦିନ ବିତିଗଲାଣି । ଏଯାଏଁ ୮୧ ମର ଶରୀରର ପରିଚୟ ମିଳିପାରିନି । ସେମାନଙ୍କ ପରିଜନ ମାନେ ଡିଏନଏ ସାମ୍ପଲ ଦେଇ ଅପେକ୍ଷା କରିଛନ୍ତି ରିପୋର୍ଟକୁ ।

Manoj Swain
  • Published: Thursday, 22 June 2023
  • Updated: 22 June 2023, 12:56 PM IST

Sports

Latest News

ବାଲେଶ୍ବର ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପାଖାପାଖି ୨୦ ଦିନ ବିତିଗଲାଣି । ଏଯାଏଁ ୮୧ ମର ଶରୀରର ପରିଚୟ ମିଳିପାରିନି । ସେମାନଙ୍କ ପରିଜନ ମାନେ ଡିଏନଏ ସାମ୍ପଲ ଦେଇ ଅପେକ୍ଷା କରିଛନ୍ତି ରିପୋର୍ଟକୁ । ଅନ୍ୟପଟେ ପରିବାରର ଅବସ୍ଥା ଖରାପ ହେବାରେ ଲାଗିଛି । ନା ସେମାନେ କାମ ଧନ୍ଧାକୁ ଯାଇପାରୁଛନ୍ତି ନା କୌଣସି ରୋଜଗାର କରିପାରୁଛନ୍ତି । ଅପେକ୍ଷା କରିଛନ୍ତି କେବେ ଆସିବ ରିପୋର୍ଟ ଆଉ ନେଇଯିବେ ମୃତ ଶରୀରକୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos