Advertisment

ଏମ୍ସରେ ଶବ, ମାସେ ହେଲା ଚୁଲି ଜଳୁନି

ଜୁନ ୨ରେ ଘଟିଥିଲା ବାହାନଗା ଟ୍ରେନ ଦୁର୍ଘଟଣା । ଟ୍ରେନ ଟ୍ରାଜେଡିକୁ ମାସେ ପୁରିଯାଇଛି ସତ , ହେଲେ ଏବେ ବି ଶବ ଅପେକ୍ଷାରେ ଅନେକ ପରିବାର । ଇଏ ହେଉଛି ବାଲେଶ୍ୱର ରେମୁଣା ବ୍ଲକ ପଦାବଡଗାଁର ମଞ୍ଜୁମଣୀ ପାତ୍ରଙ୍କ ଫଟୋ

Advertisment

ଜୁନ ୨ରେ ଘଟିଥିଲା ବାହାନଗା ଟ୍ରେନ ଦୁର୍ଘଟଣା । ଟ୍ରେନ ଟ୍ରାଜେଡିକୁ ମାସେ ପୁରିଯାଇଛି ସତ , ହେଲେ ଏବେ ବି ଶବ ଅପେକ୍ଷାରେ ଅନେକ ପରିବାର । ଇଏ ହେଉଛି ବାଲେଶ୍ୱର ରେମୁଣା ବ୍ଲକ ପଦାବଡଗାଁର ମଞ୍ଜୁମଣୀ ପାତ୍ରଙ୍କ ଫଟୋ । ସେଦିନ ଝିଅର ଚିକିତ୍ସା ପାଇଁ ଡାକ୍ତରଙ୍କୁ ସାକ୍ଷାତ କରିବା ପାଇଁ କରମଣ୍ଡଳରେ ବାଲେଶ୍ୱରରୁ କଟକ ଯାଉଥିଲେ । ଟ୍ରେନର୍ ବସିବାପରେ ଘରକୁ ଫୋନ କରି ବି ଜଣାଇଥିଲେ । ହେଲେ ଦୃର୍ଘଟଣା ପରେ ମିଳିନଥିଲା ମଞ୍ଜୁମଣୀଙ୍କର ପତ୍ତା ।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe