୧୧ ଟ୍ରେନର ଗତିପଥ ବଦଳିଲା, ୧୧ ଟ୍ରେନ ବାତିଲ

ପୁରୀ-ହାୱାଡା ଏକ୍ସପ୍ରେସ, ପୁରୀ-ଶାଲିମାର ଏକ୍ସପ୍ରେସ ଓ ପୁରୀ-ଭଞ୍ଜପୁର ଲୋକାଲ ଟ୍ରେନର ଯାତ୍ରାକୁ ବାତିଲ କରାଯାଇଥିବାବେଳେ ୩ତାରିଖରେ ଯାତ୍ରା କରିବାକୁ ଥିବା ଖୋର୍ଦ୍ଧା ରୋଡ-ଖଡଗପୁର ଟ୍ରେନ

Train

ରେଳ ଇଞ୍ଜିନ

Manoranjan Sial
  • Published: Friday, 02 June 2023
  • Updated: 02 June 2023, 11:11 PM IST

ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ ଭୟାବହ ଟ୍ରେନ ଦୁର୍ଘଟଣା ଯୋଗୁ ୧୧ଟି ଟ୍ରେନର ଗତିପଥରେ ପରିବର୍ତ୍ତନ ହୋଇଥିବାବେଳେ ୧୧ଟି ଟ୍ରେନର ଯାତ୍ରାକୁ ରଦ୍ଦ କରାଯାଇଛି। ରେଳବାଇ ପକ୍ଷରୁ ଜାରି ସୂଚନା ଅନୁସାରେ, ୧୨୮୪୧ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିବାରୁ ଖଡ଼ଗପୁର ଡିଭିଜନ ଦେଇ ଯାତାୟତ କରିବାକୁ ଥିବା ବିଭିନ୍ନ ଟ୍ରେନର ଗତିପଥରେ ପରିବର୍ତ୍ତନ ସହ କେତେକ ଟ୍ରେନ ଯାତ୍ରାକୁ ବାତିଲ କରାଯାଇଛି।

Also Read

ପୁରୀ-ହାୱାଡା ଏକ୍ସପ୍ରେସ, ପୁରୀ-ଶାଲିମାର ଏକ୍ସପ୍ରେସ ଓ ପୁରୀ-ଭଞ୍ଜପୁର ଲୋକାଲ ଟ୍ରେନର ଯାତ୍ରାକୁ ବାତିଲ କରାଯାଇଥିବାବେଳେ ୩ତାରିଖରେ ଯାତ୍ରା କରିବାକୁ ଥିବା ଖୋର୍ଦ୍ଧା ରୋଡ-ଖଡଗପୁର ଟ୍ରେନ, ବାଙ୍ଗିରିପୋଷୀ ସୁପରଫାଷ୍ଟ ଇଣ୍ଟରସିଟି ଓ ଭୁବନେଶ୍ୱର- ବାଲେଶ୍ୱର ଯାତ୍ରୀବାହୀ ଟ୍ରେନ ଚଳାଚଳ ରଦ୍ଦ କରାଯାଇଛି। ସେହିପରି  ୨ତାରିଖରେ ଅର୍ଥାତ୍ ଆଜି ଯାତ୍ରା ଆରମ୍ଭ କରିବାକୁ ଥିବା ହାୱାଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଓ ହାୱାଡା ଏସଏମଭିବି ସୁପରଫାଷ୍ଟ ଏକ୍ସପ୍ରେସ, ହାୱାଡା ମେଲ୍‌, ଶାଲିମାର-ପୁରୀ ସୁପରଫାଷ୍ଟ,କୋଲକାତା-ପୁରୀ ସୁପରଫାଷ୍ଟ ଏକ୍‌ପ୍ରେସକୁ ରଦ୍ଦ କରାଯାଇଛି । ସେହିପରି ଦିବ୍ରୁଗଡ଼ ଏକ୍ସପ୍ରେସକୁ ଭଦ୍ରକକୁ ଫେରି ଆସିଥିବାବେଳେ ଅନ୍ୟ ୪ଟି ଟ୍ରେନର ଗତିପଥକୁ ଟାଟାନଗର ଷ୍ଟେସନ ନିକଟରେ ଅନ୍ୟତ୍ର ପରିବର୍ତ୍ତନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story