ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡ଼ି: ଦୁର୍ଘଟଣାଗ୍ରସ୍ତ ବଗିରୁ ବାହାରିଲା ଗନ୍ଧ, ଯାଞ୍ଚ ବେଳେ ବାହାରିଲା ୩ ଟନ୍‌ ଅଣ୍ଡା

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ରେଳ ଦୁର୍ଘଟଣା ପରେ ପଡ଼ିଥିବା ଏକ ବଗିରୁ ପ୍ରବଳ ଗନ୍ଧ ବାହାରିବା ଘଟଣାର ଖୋଳତାଡ଼ ହୋଇଛି।

Egg full tractor PhotoOR

ଟ୍ରେନ୍‌ ବଗିରୁ ବାହାରିଥିବା ଅଣ୍ଡାକୁ ଟ୍ରାକ୍ଟରରେ ନିଆଯାଉଛି।

Niranjan Mishra
  • Published: Friday, 09 June 2023
  • Updated: 09 June 2023, 05:07 PM IST

Sports

Latest News

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ରେଳ ଦୁର୍ଘଟଣା ପରେ ପଡ଼ିଥିବା ଏକ ବଗିରୁ ପ୍ରବଳ ଗନ୍ଧ ବାହାରିବା ଘଟଣାର ଖୋଳତାଡ଼ ହୋଇଛି। ଗନ୍ଧ ବାହାରୁଥିବା ବଗିରେ କୌଣସି ମୃତଦେହ ଥିବା ଆଶଙ୍କା କରାଯାଉଥିଲା। ହେଲେ ଯାଞ୍ଚ ବେଳେ ଏହା ମୃତଦେହ ନୁହେଁ, ଅଣ୍ଡାରୁ ଗନ୍ଧ ଆସୁଥିବା ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ଦ.ପୂ ରେଳପଥ ମୁଖ୍ୟ ଲୋକ ସଂପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ॥

ସେ କହିଛନ୍ତି, ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିବା ବଗିରୁ ଦୁର୍ଗନ୍ଧ ବାହାରୁଥିବା ନେଇ ଅଭିଯୋଗ ପରେ ଯାଞ୍ଚ ଟିମ୍ ଦ୍ୱାରା ତନଖି କରାଯାଇଥିଲା। ଗନ୍ଧ ଆସିବା ପରେ ଏନ୍‌ଡିଆରଏଫ୍, ଓଡ୍ରାଫ୍ ଓ ପୁଲିସ ମିଳିତ ଯାଞ୍ଚ କରିଥିଲେ। ଯାଞ୍ଚରେ ଏହା ମୃତଦେହ ଯୋଗୁ ନୁହେଁ ବରଂ ଆଣ୍ଡା ପୋଚା ହୋଇଯାଇଥିବାରୁ ଆସୁଥିବା ଜଣାପଡ଼ିଥିଲା।  ତେବେ କୌଣସିଠାରେ ବି ଆଉ ମୃତଦେହ ନଥିବା ସ୍ପଷ୍ଟ ହୋଇଛି। ଯଶୱନ୍ତପୁର ଏକ୍ସପ୍ରେସ ପାର୍ସଲ ଭ୍ୟାନରେ ପ୍ରାୟ ୩ ଟନ୍ ଆସୁଥିଲା । ସେହି ଅଣ୍ଡା ପଚିଯାଇ ଦୁର୍ଗନ୍ଧ ବାହାରୁଥିଲା । ପାର୍ସଲ ଭ୍ୟାନରେ ଥିବା ୩ ଟ୍ରାକ୍ଟର ପଚା ଅଣ୍ଡାକୁ ବାହାର କରାଯାଇଛି। ଏହା ବାଙ୍ଗାଲୁରୁରୁ ହାୱଡା ଯାଉଥିଲା।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story