Advertisment

ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା?

ଜଳେଶ୍ୱର (ଅଜିତ୍ କୁମାର ଦାସ): ଘରୋଇ କଳହ ହେଲା କାଳ। ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିବିଲ ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନାହିଁ। ବାଲିଆପାଳ ଥାନା ଅନ୍ତର୍ଗତ ବାଲିବିଲ ଗ୍ରାମର ଲକ୍ଷ୍ମୀଧର ଜ୍ୟୋତିଙ୍କ ପୁଅ ଜଗନ୍ନାଥ ଗତ ବର୍ଷ ରୁନୁ ଜ୍ୟୋତିଙ୍କୁ ବିବାହ କରିଥିଲେ। ତେବେ ଆଜି କୌଣସି ଏକ ଘରୋଇ ସମସ୍ୟାକୁ ନେଇ ପତି […]

ଗଛରେ ଝୁଲିଛି ଯୁବତୀଙ୍କ ମୃତଦେହ; ହତ୍ୟା ନା ଆତ୍ମହତ୍ୟା

Suicide

Advertisment

ଜଳେଶ୍ୱର (ଅଜିତ୍ କୁମାର ଦାସ): ଘରୋଇ କଳହ ହେଲା କାଳ। ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିବିଲ ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନାହିଁ।

Advertisment

ବାଲିଆପାଳ ଥାନା ଅନ୍ତର୍ଗତ ବାଲିବିଲ ଗ୍ରାମର ଲକ୍ଷ୍ମୀଧର ଜ୍ୟୋତିଙ୍କ ପୁଅ ଜଗନ୍ନାଥ ଗତ ବର୍ଷ ରୁନୁ ଜ୍ୟୋତିଙ୍କୁ ବିବାହ କରିଥିଲେ। ତେବେ ଆଜି କୌଣସି ଏକ ଘରୋଇ ସମସ୍ୟାକୁ ନେଇ ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ତେବେ ଏହି କଳହ ପରବର୍ତ୍ତୀ ସମୟରେ ଅତି ସାଙ୍ଘାତିକ ହୋଇପଡ଼ିଥିଲା।

ଅପରାହ୍ନରେ ଘରେ ଅନ୍ୟ କେହି ସଦସ୍ୟ ନଥିବା ସମୟରେ ଉଭୟ ଦମ୍ପତି ଗୋଟିଏ ଘର ଭିତରେ ରଶି ଲଗାଇ ଝୁଲି ପଡ଼ିଛନ୍ତି। ପରିବାର ଲୋକେ ସନ୍ଧ୍ୟା ସମୟରେ ଘରକୁ ଫେରି ସ୍ୱାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଲେ। ପରିବାର ଲୋକେ ତୁରନ୍ତ ବାଲିଆପାଳ ପୁଲିସକୁ ଏ ନେଇ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe