ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଯାଇଛି। ଫଳରେ ବଗିରେ ଥିବା କୋଇଲା ଗୁଡ଼ିକ ହୁ ହୁ ହୋଇ ଜଳୁଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଟ୍ରେନରେ ନିଆଁ ଲାଗିବା ଯୋଗୁ କାହାର କିଛି କ୍ଷତି ହୋଇ ନାହିଁ।
ନିଆଁଟି ୨ଟି ବଗିରେ ଲାଗିଥିବାରୁ ଅନ୍ୟ ବଗିଗୁଡ଼ିକୁ ବ୍ୟାପି ଯି଼ବାର ସମ୍ଭାବନା ରହିଛି। ଅଗ୍ନିଶମ ବାହିନୀ ପହଞ୍ଚି କିପରି ନିଆଁକୁ ଆୟତ୍ତ କରାଯିବ ଉଦ୍ୟମ ଚଳାଇଛନ୍ତି।
Also Read
କୋଇଲା ବୋଝେଇ ଟ୍ରେନ୍ଟି ଧାମରାରୁ ଆସୁଥିବା ବେଳେ ସୋର ଷ୍ଟେସନରେ ନିଆଁ ଲାଗି ଯାଇଥିଲା। ତେବେ ଟ୍ରେନ୍ରେ କେଉଁ କାରଣ ଯୋଗୁ ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟ ଯୋଗୁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଟ୍ରେନରେ ଅଗ୍ନିକାଣ୍ଡ ଯୋଗୁ ସେହି ରୁଟ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବଲ୍ ପାଇଁ ସାନ ଭାଇ ସହିତ ହୋଇଥିଲା ଝଗଡ଼ା, ଗଛରୁ ମିଳିଲା ଝୁଲନ୍ତା ମୃତଦେହ
ପଞ୍ଚମ ଶ୍ରେଣୀରେ ପଢୁଥିବା ସାନ ଭାଇ ବୁଝି ଯାଇଥିଲେ, କିନ୍ତୁ ଯୁକ୍ତ ଦୁଇରେ ପଢୁଥିବା ଗୌତମ ବୁଝି ନଥିଲେ।
Accident
ବାପାଙ୍କ ସହ ଟ୍ୟୁସନରୁ ଫେରୁଥିବା ବେଳେ ପିଟି ଦେଲା ଟ୍ରାକ୍ଟର, ୬ ବର୍ଷର ଶିଶୁ କନ୍ୟା ମୃତ
ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ଧକ୍କାରେ ପ୍ରଦୀପ ଓ ସୁପ୍ରିୟା ବାଇକ୍ରୁ ଛିଟିକି ପଡ଼ିଥିଲେ।
Miscellaneous
ପୂରଣ ହେଲା ନୀଳଗିରିବାସୀଙ୍କ ସ୍ୱପ୍ନ
ଟ୍ରେନଟି ପ୍ରତିଦିନ ତିନି ଥର ନୀଳଗିରିରୁ ବାଲେଶ୍ୱରକୁ ଯିବା ଆସିବା କରିବ।
Crime
ଧରମ ବାପା ଥିଲେ; ସ୍ୱାମୀ କରିବାକୁ ଚାହୁଁଛି !
୨୫ ବର୍ଷୀୟ ଯୁବତୀଙ୍କୁ ଧରମ ଝିଅ କରିଥିଲେ। ପରେ ତାଙ୍କୁ ନିଜଘରକୁ ନେଇ ଯାଇଥିଲେ। ନିଜ ଝିଅ ଠାରୁ ଅଧିକ ଯତ୍ନ ନେଉଥିଲେ। ହେଲେ କିଛି ଦିନର ରହଣୀ ଭିତରେ ସେ ଧରମ ଝିଅ ଉପରେ ପାପ ନଜର ପକାଇ ଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହିଁ ଥିଲେ।