/odisha-reporter/media/post_attachments/uploadimage/library/16_9/16_9_0/IMAGE_1676968103.jpeg)
ITCM missile test-fired
ସ୍ୱଦେଶୀ ଜ୍ଞାନ କୌଶଲରେ ନିର୍ମିତ ITCM ମିସାଇଲ ଆଜି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ବ୍ୟବହାରିକ ପରୀକ୍ଷା କରାଯାଇଛି। ଏହା ସୁପର ସୋନିକ କ୍ରୁସ ମିଶାଇଲ ନିର୍ଭୟର ଆଡଆନ୍ସ ଭର୍ସନ।
Advertisment
ଏହାର ଲମ୍ବା ୬ ମିଟର, ଓସାର.୫୨ ମିଟର। ଏହା ୧.୫ ଟନ୍ ଉଭୟ ଆଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଯେକୌଣସି ସହରକୁ ଟାର୍ଗେଟ କରିବାରେ ସଫଳ ହୋଇପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
