ସ୍ୱଦେଶୀ ଜ୍ଞାନ କୌଶଲରେ ନିର୍ମିତ ITCM ମିସାଇଲ ଆଜି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ବ୍ୟବହାରିକ ପରୀକ୍ଷା କରାଯାଇଛି। ଏହା ସୁପର ସୋନିକ କ୍ରୁସ ମିଶାଇଲ ନିର୍ଭୟର ଆଡଆନ୍ସ ଭର୍ସନ।
ଏହାର ଲମ୍ବା ୬ ମିଟର, ଓସାର.୫୨ ମିଟର। ଏହା ୧.୫ ଟନ୍ ଉଭୟ ଆଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଯେକୌଣସି ସହରକୁ ଟାର୍ଗେଟ କରିବାରେ ସଫଳ ହୋଇପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।