Advertisment

ପରୀକ୍ଷା ହେଲା ITCM ମିସାଇଲ, ପାକିସ୍ତାନର ଯେକୌଣସି ସହରକୁ ଟାର୍ଗେଟ କ୍ଷମତା ରହିଛି

ଏହା ସୁପର ସୋନିକ କ୍ରୁସ ମିଶାଇଲ ନିର୍ଭୟର ଆଡଆନ୍ସ ଭର୍ସନ।

ଅଦ୍ୟତନ ହୋଇଛି
ITCM missile test-fired

ITCM missile test-fired

Advertisment

ସ୍ୱଦେଶୀ ଜ୍ଞାନ କୌଶଲରେ ନିର୍ମିତ ITCM ମିସାଇଲ ଆଜି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ବ୍ୟବହାରିକ ପରୀକ୍ଷା କରାଯାଇଛି। ଏହା ସୁପର ସୋନିକ କ୍ରୁସ ମିଶାଇଲ ନିର୍ଭୟର ଆଡଆନ୍ସ ଭର୍ସନ।

Advertisment

ଏହାର ଲମ୍ବା ୬ ମିଟର, ଓସାର.୫୨ ମିଟର। ଏହା ୧.୫ ଟନ୍ ଉଭୟ ଆଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଯେକୌଣସି ସହରକୁ ଟାର୍ଗେଟ କରିବାରେ ସଫଳ ହୋଇପାରିବ।

Missile Experiment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe