ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ISI ଲିଙ୍କ ଘଟଣାରେ ଗିରଫ ହୋଇଥିବା ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛି। ଈଶ୍ୱର ବିରୋଧରେ ଦେଶଦ୍ରୋହ ମାମଲା ରହିଥିଲା। ଯେଉଁ କାରଣରୁ ଆଜି ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱରକୁ ଆଜୀବନ ଦଣ୍ଡାଦେଶ ଦିଆଯାଇଛି। ଈଶ୍ୱର ବିରୋଧରେ IPC ଧାରା 121, 121A, 121B ଲଗାଯାଇଥିଲା। ଏହିସବୁ ଅଭିଯୋଗ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ୩,୪ ଓ ୫ ଆଧାରରେ ଲଗାଯାଇଥିଲା। ଅଫିସିଆଲ୍ ସିକ୍ରେଟ୍ ଆକ୍ଟରେ ୪ ପେନାଲ୍ ଅଫେନ୍ସ ନଥିବାରୁ […]

ishwar.jpg1

ishwar.jpg1

Ranjit Kumar Jena
  • Published: Thursday, 11 February 2021
  • Updated: 11 February 2021, 05:30 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ISI ଲିଙ୍କ ଘଟଣାରେ ଗିରଫ ହୋଇଥିବା ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛି। ଈଶ୍ୱର ବିରୋଧରେ ଦେଶଦ୍ରୋହ ମାମଲା ରହିଥିଲା। ଯେଉଁ କାରଣରୁ ଆଜି ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱରକୁ ଆଜୀବନ ଦଣ୍ଡାଦେଶ ଦିଆଯାଇଛି।

ଈଶ୍ୱର ବିରୋଧରେ IPC ଧାରା 121, 121A, 121B ଲଗାଯାଇଥିଲା। ଏହିସବୁ ଅଭିଯୋଗ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ୩,୪ ଓ ୫ ଆଧାରରେ ଲଗାଯାଇଥିଲା। ଅଫିସିଆଲ୍ ସିକ୍ରେଟ୍ ଆକ୍ଟରେ ୪ ପେନାଲ୍ ଅଫେନ୍ସ ନଥିବାରୁ ଈଶ୍ୱର ବିରୋଧରେ କେବଳ ୩ ଓ ୫ ଆକ୍ଟ ଲଗାଯାଇଥିଲା। ଫଳରେ ସମସ୍ତ ତିନୋଟି ଯାକ IPC ଧାରା ଯଥା 121, 121A (ଦେଶଦ୍ରୋହ), 121B (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ଆଜୀବନ କାରାଦଣ୍ଡ ଦିଆଯାଇଛି।

କ୍ରାଇମ ବ୍ରାଞ୍ଚ୍ ଡେପୁଟୀ ଡାଇରେକ୍ଟର କହିଛନ୍ତି, ଈଶ୍ୱର ବେହେରା ଶତ୍ରୁ ଦେଶକୁ ଗୁପ୍ତ ତଥ୍ୟ ଦେବା ସହ ତା' ଆକାଉଣ୍ଟରୁ ବାହାରୁ ଟଙ୍କା ମଧ୍ୟ ଆସୁଥିଲା। ଟଙ୍କା ଗୁଡ଼ିକ ହାଇଦ୍ରାବାଦ, ଗୁଜରାଟ, ଅଜମେର ଏବଂ ଆବୁଧାବିରୁ ମଧ୍ୟ ଆସିଥିବା କ୍ରାଇମ ବ୍ରାଞ୍ଚ୍ ଡେପୁଟୀ ଡାଇରେକ୍ଟର କହିଛନ୍ତି। ଏବେ ଈଶ୍ୱର ଯଦି ଚାହିଁବ, ତାହେଲେ ହାଇକୋର୍ଟରେ ଅପିଲ୍ କରିପାରିବ।

ସୂଚନାଯୋଗ୍ୟ, ଠିକା କ୍ୟାମେରାମ୍ୟାନ୍ ଈଶ୍ୱର ବିରୋଧରେ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ବିଦେଶୀ ଗୁପ୍ତଚର ଏଜେନ୍ସିକୁ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ଆସିଥିଲା। ଯାହା ପରେ ୨୦୧୫, ଫେବୃୟାରୀ ୨୩ ତାରିଖରେ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଆଇଏସ୍ଆଇ ଏଜେଣ୍ଟକୁ ପ୍ରଦାନ କରିବା ଅଭିଯୋଗରେ ଈଶ୍ୱରକୁ ବାଲେଶ୍ୱର ପୁଲିସ୍ ଗିରଫ କରିଥିଲା। ଏହାପରେ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story