ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକଙ୍କ ଘରେ ଆୟକର(ଆଇଟି) ବିଭାଗ ଚଢ଼ଉ କରିଛି। ଆଇଟି ବିଭାଗର ଦୁଇଟି ଟିମ୍ ବାଗୁଡ଼ି ସ୍ଥିତ ତାଙ୍କ ଘର ସମେତ ଖାଦାନ, କଲ୍ୟାଣମଣ୍ଡପ ଓ ପେଟ୍ରୋଲ୍ ପମ୍ପରେ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରୁଛନ୍ତି। ଏଥିରେ ୨୦ରୁ ଅଧିକ ଅଧିକାରୀ ସାମିଲ୍ ଅଛନ୍ତି।
ଭ୍ରମରବର ନାୟକ ସୋର ବ୍ଲକ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ଖାଦାନରେ ପଥର ବ୍ୟବସାୟ ଲିପ୍ତ ଅଛନ୍ତି। ତାଙ୍କ ପତ୍ନୀ ଜିଲ୍ଲାପରିଷଦ ସଭ୍ୟା ଅଛନ୍ତି।
Also Read
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାହୁଲ ଗାନ୍ଧିଙ୍କୁ ଉପରକୋର୍ଟରୁ ମିଳିଲା ଜାମିନ୍
ଏକ ମାନହାନି ମାମଲାରେ ଗୁଜରାଟର ଏକ ତଳ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।
Bhubaneswar
ମାର୍ଚ୍ଚରେ ଭୁବନେଶ୍ୱରରୁ ୨ କୋଟି ୨୦ ଲକ୍ଷ ଲୁଟିଲେ ସାଇବର ଠକ
ଯାହା ଭିତରେ ଅନ୍ଲାଇନ ଟ୍ରେଡିଂ ଓ ଇନଭେଷ୍ଟମେଣ୍ଟ ନାଁରେ ୧.୫୫ କୋଟି ଠକେଇ ହୋଇଛି।
National
ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନକ୍ସଲ ନିହତ, ମୁଣ୍ଡ ଉପରେ ଥିଲା ୨୫ ଲକ୍ଷର ପୁରସ୍କାର
ନିହତ ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୁଣ୍ଡରେ ୨୫ ଲକ୍ଷ ଟଙ୍କା ଲେଖାଏ ଓ ବାକି ୩ ଜଣଙ୍କ ସମ୍ପର୍କରେ ସୂଚନା ହାସଲ ପାଇଁ ୫ ଲକ୍ଷ ଲେଖାଏ ପୁରସ୍କାର ରାଶି ରହିଥିଲା।