ଟିକା ପାଇଁ ଲମ୍ବା ଲାଇନ

ସୋର(ଓଡ଼ିଶା ରିପୋର୍ଟର): ସୋର ବ୍ଲକ ମାଣିପୁର ପଞ୍ଚାୟତର ମାଣିପୁର ସ୍କୁଲ ଆଗରେ ଟିକା ପାଇଁ ଲମ୍ବା ଲାଇନ। ଟିକା ପାଇଁ ରାତି ସାରା ଲାଇନ ଦେଇଛନ୍ତି ଲୋକେ।  କିଛି ଆଶାୟୀ ଇଟା ରଖି ଲାଇନରେ କରୋନା ଟିକା ନେବାକୁ ଅପେକ୍ଷା କରିଥିଲେ l ୨୦୦ଟିକାକୁ ଶହ ଶହ ଆଶାୟୀ ଲାଇନ ଲଗାଇଥିଲେ । ମାଣିପୁର ମଧୁବନ ଉପେନ୍ଦ୍ର ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସକାଳ ୮ଟା ରେ ୪୫ବର୍ଷରୁ  ଊର୍ଦ୍ଧ୍ୱ ୨୦୦ଜଣଙ୍କୁ ଟିକାକରଣ କରାଯିବାକୁ ଘୋଷଣା […]

6nm1

6nm1

Tapas Behera
  • Published: Saturday, 04 September 2021
  • Updated: 04 September 2021, 05:17 PM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର): ସୋର ବ୍ଲକ ମାଣିପୁର ପଞ୍ଚାୟତର ମାଣିପୁର ସ୍କୁଲ ଆଗରେ ଟିକା ପାଇଁ ଲମ୍ବା ଲାଇନ। ଟିକା ପାଇଁ ରାତି ସାରା ଲାଇନ ଦେଇଛନ୍ତି ଲୋକେ।  କିଛି ଆଶାୟୀ ଇଟା ରଖି ଲାଇନରେ କରୋନା ଟିକା ନେବାକୁ ଅପେକ୍ଷା କରିଥିଲେ l ୨୦୦ଟିକାକୁ ଶହ ଶହ ଆଶାୟୀ ଲାଇନ ଲଗାଇଥିଲେ । ମାଣିପୁର ମଧୁବନ ଉପେନ୍ଦ୍ର ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସକାଳ ୮ଟା ରେ ୪୫ବର୍ଷରୁ  ଊର୍ଦ୍ଧ୍ୱ ୨୦୦ଜଣଙ୍କୁ ଟିକାକରଣ କରାଯିବାକୁ ଘୋଷଣା କରାଯାଇଥିଲା।  ପରେ  ବିଦ୍ୟାଳୟ ଗେଟ ସମ୍ମୁଖରେ ପ୍ରବଳ ଭିଡ଼ ଲାଗି ଥିଲା l ଟିକା ନେବା ପାଇଁ ଲାଇନ୍‌ରେ ଭୁଲିଗଲେ କୋଭିଡ଼ ନିୟମ । ଲମ୍ବା ଲାଇନରେ ନା ଥିଲା ସାମାଜିକ ଦୂରତା, ନା ମୁହଁରେ ଥିଲା ମାସ୍କ । ଯେତେ ଗହଳି ହେଉ ପଛେ ଲୋକେ କିପରି ଟିକା ଟିଏ ନେଇ ପାରିବେ , ସେନେଇ ସାମାଜିକ ଦୂରତା କୁ ଭୁଲି ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ଛିଡା ହୋଇଥିବାର ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରା ଯାଇନଥିବାରୁ ବହୁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । କିଛି ଦିନ ପୂର୍ବରୁ ସୋର ବାପୁ ନୋଡାଲ ସ୍କୁଲରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story