/odisha-reporter/media/post_attachments/uploads/2019/07/pratap-1.3..-1.jpg)
pratap-1.3..
ନୀଳଗିରି (ବିଶ୍ୱମ୍ବର ଦାସ ) କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ପର୍ଯ୍ୟଟନସ୍ଥଳ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ କରିବାକୁ ଆଗେଇ ଆସିଛନ୍ତି ପ୍ରତାପ ।
Advertisment
/odisha-reporter/media/post_attachments/wp-content/uploads/2019/07/PRATAP-2.1...jpg)
ଆଜି ସକାଳୁ ମନ୍ତ୍ରୀ ଷଡଙ୍ଗୀ ପଞ୍ଚଲିଙ୍ଗେଶ୍ୱର ବସଷ୍ଟାଣ୍ଡର ବିଭିନ୍ନ ଅଞ୍ଚଳରେ ଝାଡୁ ମାରି ସଫେଇ କରିଥିଲେ । ଏଥିରେ ତାଙ୍କ ସହ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ବହୁ କର୍ମୀ ମଧ୍ୟ ସାମିଲ ହୋଇଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
