ପଞ୍ଚଲିଙ୍ଗେଶ୍ୱରରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସଫେଇ ଅଭିଯାନ

ନୀଳଗିରି (ବିଶ୍ୱମ୍ବର ଦାସ ) କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ପର୍ଯ୍ୟଟନସ୍ଥଳ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ କରିବାକୁ ଆଗେଇ ଆସିଛନ୍ତି ପ୍ରତାପ । ଆଜି ସକାଳୁ  ମନ୍ତ୍ରୀ  ଷଡଙ୍ଗୀ ପଞ୍ଚଲିଙ୍ଗେଶ୍ୱର ବସଷ୍ଟାଣ୍ଡର ବିଭିନ୍ନ ଅଞ୍ଚଳରେ ଝାଡୁ ମାରି ସଫେଇ କରିଥିଲେ । ଏଥିରେ ତାଙ୍କ ସହ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ବହୁ କର୍ମୀ ମଧ୍ୟ ସାମିଲ ହୋଇଥିଲେ ।

pratap-1.3..

Niharika Rout
  • Published: Sunday, 21 July 2019
  • , Updated: 21 July 2019, 01:32 PM IST

ନୀଳଗିରି (ବିଶ୍ୱମ୍ବର ଦାସ ) କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ପର୍ଯ୍ୟଟନସ୍ଥଳ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ କରିବାକୁ ଆଗେଇ ଆସିଛନ୍ତି ପ୍ରତାପ ।

ଆଜି ସକାଳୁ  ମନ୍ତ୍ରୀ  ଷଡଙ୍ଗୀ ପଞ୍ଚଲିଙ୍ଗେଶ୍ୱର ବସଷ୍ଟାଣ୍ଡର ବିଭିନ୍ନ ଅଞ୍ଚଳରେ ଝାଡୁ ମାରି ସଫେଇ କରିଥିଲେ । ଏଥିରେ ତାଙ୍କ ସହ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ବହୁ କର୍ମୀ ମଧ୍ୟ ସାମିଲ ହୋଇଥିଲେ ।

Related story