କରୋନା ଟିକା ନେବାକୁ ନାରାଜ ଗ୍ରାମବାସୀ  

ସୋର(ନିରଞ୍ଜନ ବେହେରା):ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଆଗୁଆନସାହି ଗାଁରେ କରୋନା ଟିକା ନେଉନାହାନ୍ତି ଲୋକେ।  କରୋନା ଟିକା ନେଲେ କିଛି ଲୋକଙ୍କୁ ଜ୍ୱର ହେଉଥିବାରୁ ଲୋକ ମାନେ ଭୟଭୀତ ହୋଇଯାଇଛନ୍ତି।  ସେମାନଙ୍କ କହିବା କଥା ଟିକା ନେଲେ ଲୋକମାନେ ମରିଯାଉଛନ୍ତି । ଟିକା ନେବା ପାଇଁ ବାରମ୍ବାର ଗାଁର ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘରକୁ ଘର ଯାଇ ବୁଝାଉଥିବା ବେଳେ ସେମାନେ କିନ୍ତୁ ଟିକା ନେବାକୁ ନାରାଜ। ଏଥି ସହିତ ଟିକା […]

760

760

Tapas Behera
  • Published: Sunday, 27 June 2021
  • Updated: 27 June 2021, 04:11 PM IST

Sports

Latest News

ସୋର(ନିରଞ୍ଜନ ବେହେରା):ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଆଗୁଆନସାହି ଗାଁରେ କରୋନା ଟିକା ନେଉନାହାନ୍ତି ଲୋକେ।  କରୋନା ଟିକା ନେଲେ କିଛି ଲୋକଙ୍କୁ ଜ୍ୱର ହେଉଥିବାରୁ ଲୋକ ମାନେ ଭୟଭୀତ ହୋଇଯାଇଛନ୍ତି।  ସେମାନଙ୍କ କହିବା କଥା ଟିକା ନେଲେ ଲୋକମାନେ ମରିଯାଉଛନ୍ତି ।

ଟିକା ନେବା ପାଇଁ ବାରମ୍ବାର ଗାଁର ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘରକୁ ଘର ଯାଇ ବୁଝାଉଥିବା ବେଳେ ସେମାନେ କିନ୍ତୁ ଟିକା ନେବାକୁ ନାରାଜ। ଏଥି ସହିତ ଟିକା ନ ନେବାକୁ ଅନେକ ବାହାନା କରୁଛନ୍ତି । ଗାଁ ରେ ପାଖାପାଖି ୮ ଶହ ରୁ ଅଧିକ ଲୋକ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୫ ଜଣ ଟିକା ନେଇଛନ୍ତି ।

ଅନ୍ୟ କିଛି କିଛି ସ୍ଥାନରେ ଟିକା ପାଇଁ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ବିପରୀତ କଥା ଦେଖିବାକୁ ମିଳିଛି । ଆଉ ସେମାନଙ୍କ କହିବା କଥା ଯଦି ସେମାନେ ଟୀକା ନେବେ ତେବେ ସେମାନେ ଅଳ୍ପ ଦିନ ବଞ୍ଚିବେ । ଯେହେତୁ ପାହାଡ଼ର ପାଦଦେଶରେ ଏହି ଗାଁ ରହିଛି ତେବେ ସେମାନଙ୍କୁ ଅଧିକ ସଚେତନ କରିବା ଆବଶ୍ୟକ ହୋଇପଡିଛି । ଅନ୍ୟପଟେ ସଚେତନ ନଥିବା ଶୁଣି କିଛି ସାମ୍ବାଦିକ ବନ୍ଧୁ ମାନେ ସେମାନଙ୍କୁ ସଚେତନ କରିବା ସହିତ ଟୀକା ନେବାକୁ ପରାମର୍ଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story