ଝିଅ ବିବାହ ପାଇଁ ରଖିଥିଲେ ୧୦ ଲକ୍ଷ ଟଙ୍କା, ଲୁଟିନେଲେ ବ୍ୟାଙ୍କ ଅଧିକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝିଅ ବିବାହ ପାଇଁ ବ୍ୟାଙ୍କରେ ରଖିଥିଲେ ୧୦ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ବା ସ୍ଥାୟୀ ଜମା। କିନ୍ତୁ ସେଥିରୁ ୭ ଲକ୍ଷ ଟଙ୍କା ଲୁଟି ନେଲେ ଅନ୍ୟ ଏକ ବ୍ୟାଙ୍କକୁ ଟ୍ରାନ୍ସଫର୍ କରିଦେଲେ ଉକ୍ତ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର୍। ତେବେ ଏତେ ପରିମାଣର ଟଙ୍କା ଜମା ରଖିଥିବା ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା। ଯେଉଁ କାରଣରୁ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ମଧ୍ୟ ଆକ୍ସନ୍ ନେଇ […]

bank-fraud

bank-fraud

Ranjit Kumar Jena
  • Published: Tuesday, 21 December 2021
  • Updated: 21 December 2021, 08:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝିଅ ବିବାହ ପାଇଁ ବ୍ୟାଙ୍କରେ ରଖିଥିଲେ ୧୦ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ବା ସ୍ଥାୟୀ ଜମା। କିନ୍ତୁ ସେଥିରୁ ୭ ଲକ୍ଷ ଟଙ୍କା ଲୁଟି ନେଲେ ଅନ୍ୟ ଏକ ବ୍ୟାଙ୍କକୁ ଟ୍ରାନ୍ସଫର୍ କରିଦେଲେ ଉକ୍ତ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର୍। ତେବେ ଏତେ ପରିମାଣର ଟଙ୍କା ଜମା ରଖିଥିବା ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା। ଯେଉଁ କାରଣରୁ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ମଧ୍ୟ ଆକ୍ସନ୍ ନେଇ ଉକ୍ତ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ଗିରଫ କରିଛି। ଏହି ଠକେଇ ଆଉ କେଉଁଠି ନୁହେଁ, ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଘଟିଛି।

ଗିରଫ ହୋଇଥିବା ଆସିଷ୍ଟାଣ୍ଟ ମ୍ୟାନେଜର୍ ଜଣକ ହେଲେ ୟୁନିଅନ ବ୍ୟାଙ୍କ ଭୁବନେଶ୍ୱର ଘାଟିକିଆ ବ୍ରାଞ୍ଚର ମିନା ନାୟକ। ସେହିପରି ସ୍ଥାୟୀ ଜମା ରଖିଥିବା ବ୍ୟକ୍ତି ହେଲେ ହୃଷିକେଶ ଭୁଜବଳ। ହୃଷିକେଶ ନିଜ ଝିଅର ବିବାହ ପାଇଁ ପେନସନ୍ ଭାବେ ମିଳିଥିବା ୧୦ ଲକ୍ଷ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ (ଏଫଡି) କରିଥିଲେ। ହେଲେ ସେହି ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର୍ ମୀନା ନାୟକ ସେହି ଜମା ଟଙ୍କାରୁ ୭ ଲକ୍ଷ ଟଙ୍କା ଟଙ୍କା ନିଜ ପରିବାର ଲୋକଙ୍କ ନାଁରେ ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିଲେ। ଏତେ ଟଙ୍କା ଟ୍ରାନ୍ସଫର୍ ହେବା ପରେ ହୃଷିକେଶ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ୍ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ଗିରଫ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ କର୍ମଚାରୀଙ୍କ ବିରୋଧରେ ବ୍ୟାଙ୍କ ମଧ୍ୟ ଅଡିଟ୍ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେବଳ ହୃଷିକେଶ ନୁହନ୍ତି, ଆସିଷ୍ଟାଣ୍ଟ ମ୍ୟାନେଜର ମୀନା ମଧ୍ୟ ୮ରୁ ୧୦ ଜଣ ଲୋକଙ୍କ ସହ ଏଭଳି ସାଙ୍ଘାତିକ ଠକେଇ କରିଛନ୍ତି।

ମହିଳା କର୍ମଚାରୀ ଜଣକ ପାଖାପାଖି ୧କୋଟି ୨୦ ଲକ୍ଷ (୧୧୬.୮୭ ଲକ୍ଷ ଟଙ୍କା) ଟଙ୍କା ଠକେଇ କରିଥିବା ପୁଲିସ୍ କହିଛି। ସେଥିରୁ କିଛି ଆମାଉଣ୍ଟ ବ୍ୟାଙ୍କ ଅଡିଟରେ ଧରା ପଡ଼ିବା ପରେ ତାକୁ ସେ ବ୍ୟାଙ୍କକୁ ଫେରାଇ ଦେଇଛନ୍ତି। ଏହି ଘଟଣାରେ ଆଉ କେହି ସଂପୃକ୍ତ ଥିଲେ, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story