ବ୍ୟାଙ୍କ ଲୁଟ୍‌ କରିବାକୁ ଆସି ନେଇଗଲେ ବାକ୍ସ, ହେଲେ...

ସାଲେପୁର(ମନୋଜ ଆଚାର୍ଯ୍ୟ): ‍ପୂର୍ବ ଯୋଜନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବ୍ୟାଙ୍କ ଡକାୟତି କରିବାକୁ ପହଞ୍ଚିଲେ ୩ ଯୁବକ। ପ୍ରଥମେ ବ୍ୟାଙ୍କର ଝରକା ଭାଙ୍ଗି ପଶିଲେ। ଏହାପରେ କ୍ୟାସ୍‌ କାଉଣ୍ଟର ଭିତରକୁ ବି କାଚ ଭାଙ୍ଗି ପଶିଗଲେ। ଆଉ ଆଖି ପିଛୁଳାକେ ଏକ ବାକ୍ସକୁ ନେଇ ଫେରାର ହୋଇଗଲେ। ହେଲେ ଚୋରମାନେ ଯାହାକୁ ଟଙ୍କା ଭର୍ତ୍ତି ବାକ୍ସ ଭାବି ନେଇଗଲେ, ତାହା ପ୍ରକୃତରେ ଏକ ଖାଲି ବାକ୍ସ ଥିଲା। ଏପରି ଘଟଣା  କଟକ ଜିଲ୍ଲା ମାହାଙ୍ଗା ଥାନା […]

salipur-3-3

salipur-3-3

Niharika Rout
  • Published: Monday, 11 November 2019
  • Updated: 11 November 2019, 01:53 PM IST

Sports

Latest News

ସାଲେପୁର(ମନୋଜ ଆଚାର୍ଯ୍ୟ): ‍ପୂର୍ବ ଯୋଜନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବ୍ୟାଙ୍କ ଡକାୟତି କରିବାକୁ ପହଞ୍ଚିଲେ ୩ ଯୁବକ। ପ୍ରଥମେ ବ୍ୟାଙ୍କର ଝରକା ଭାଙ୍ଗି ପଶିଲେ। ଏହାପରେ କ୍ୟାସ୍‌ କାଉଣ୍ଟର ଭିତରକୁ ବି କାଚ ଭାଙ୍ଗି ପଶିଗଲେ। ଆଉ ଆଖି ପିଛୁଳାକେ ଏକ ବାକ୍ସକୁ ନେଇ ଫେରାର ହୋଇଗଲେ। ହେଲେ ଚୋରମାନେ ଯାହାକୁ ଟଙ୍କା ଭର୍ତ୍ତି ବାକ୍ସ ଭାବି ନେଇଗଲେ, ତାହା ପ୍ରକୃତରେ ଏକ ଖାଲି ବାକ୍ସ ଥିଲା। ଏପରି ଘଟଣା  କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ଵରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଗତ ରାତିରେ ଘଟିଯାଇଛି। ଦୁର୍ବୁତ୍ତଙ୍କ ଏପରି କାରନାମା ବ୍ୟାଙ୍କ ସିସି ଟିଭି କ୍ୟାମେରାରେ କଏଦ ହୋଇଛି।

ବ୍ୟାଙ୍କ ମ୍ୟାନେଜର ଆଜି ବ୍ୟାଙ୍କରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜାଣିପାରି  ଭଦ୍ରେଶ୍ଵର ଫାଣ୍ଡିରେ ଏତଲା ଦେଇଛନ୍ତି। ପୁଲିସ୍‌ ପହଞ୍ଚି ଘଟଣାର  ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ମୁହଁକୁ ଢାଙ୍କି ନ ଥିବାରୁ  ଖୁବ୍‌ଶୀଘ ସେମାନଙ୍କୁ ଚିହ୍ନଟ କରାଯିବ ବୋଲି ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story