ସବୁ ପଂଚାୟତରେ ବ୍ୟାଙ୍କିଙ୍ଗ ସୁବିଧା: କେନ୍ଦ୍ର କହିଲା ରାଜ୍ୟ ନିଜେ କରୁ, ଓଡ଼ିଶା ଦେଉନି ତଥ୍ୟ

ରାଜ୍ୟର ସବୁ ପଂଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରିବା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଥିବା ଓଡ଼ିଶା ସରକାର ଏବେ ନିଜ ଜାଲରେ ନିଜେ ଫସିଯାଇଛନ୍ତି ।

lokseva bhawan PhotoOR

ରାଜ୍ୟ ଲୋକସେବା ଭବନ

Ordigital Desk
  • Published: Tuesday, 24 January 2023
  • Updated: 24 January 2023, 10:06 PM IST

Sports

Latest News

ରାଜ୍ୟର ସବୁ ପଂଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରିବା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଥିବା ଓଡ଼ିଶା ସରକାର ଏବେ ନିଜ ଜାଲରେ ନିଜେ ଫସିଯାଇଛନ୍ତି । ବ୍ୟାଙ୍କିଙ୍ଗ ସୁବିଧା ନଥିବାର ଆଳ ଦେଖାଇ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧା ଡିବିଟି ମାଧ୍ୟମରେ ହିତାଧିକାରୀଙ୍କୁ ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବା ଓଡ଼ିଶା ନିଜେ ରାଜ୍ୟର ସମସ୍ତ ପଂଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ କରାଇବ । ନିଜର ସମବାୟ ବ୍ୟାଙ୍କଗୁଡ଼ିକର ଶାଖା ଖୋଲି ସାଧାରଣ ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦେବେ । ଜୋନାଲ କାଉନସିଲ ବୈଠକ ଓ ତା’ର ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତି ଅନୁସାରେ ରାଜ୍ୟଗୁଡ଼ିକ ନିଜର ବ୍ୟାଙ୍କିଙ୍ଗ ସୁବିଧା ନଥିବା ପଂଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଇବେ ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଉପସଚିବ କୁମାର ରାମ କ୍ରିଷ୍ଣା ଚିଠି ଲେଖି ସମସ୍ତ ଗାଁର ୫ରୁ ୧୦କିମି ଅଂଚଳ ପରିସୀମାରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ଜୁଲାଇ ମାସରେ ଆନ୍ତଃରାଜ୍ୟ ପରିଷଦ ବୈଠକରେ ଯେଉଁ ଆହ୍ୱାନ ଦେଇଥିଲେ ଓ ପରବର୍ତ୍ତୀ ସମୟରେ ଜୋନାଲ ପରିଷଦ ବୈଠକଗୁଡ଼ିକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିଲା ସେହି ଆଧାରରେ ରାଚ୍ୟ ସରକାରମାନେ ନିଜ ନିଜର ସମବାୟ ବ୍ୟାଙ୍କ ମାଧ୍ୟମରେ ବ୍ୟାଙ୍କିଙ୍ଗ ସୁବିଧା ନଥିବା ଗାଁଗୁଡ଼ିକର ୫କିମି ବ୍ୟାସାର୍ଦ୍ଧ ଅଂଚଳରେ ଏହି ବ୍ୟାଙ୍କର ଶାଖା ଅବା କାଉଂଟର ଖୋଲିବାର ସମ୍ଭାବନା  ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ବ୍ୟାଙ୍କ ଶାଖା ଓ କାଉଂଟର ଖୋଲି ତା’ର ସବିଶେଷ ତଥ୍ୟ ଦେବାକୁ ଅନୁରୋଧ କରିଥିଲେ । ଏହାପରେ ପ୍ରାୟ ଦୁଇମାସ ପରେ ନଭେମ୍ବର ୨୯ତାରିଖରେ ପୁଣିଥରେ ଏହି ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରାଇବାର ସ୍ଥିତି ସମ୍ପର୍କରେ କେନ୍ଦ୍ର ସରକାର ରିପୋର୍ଟ ମାଗିଥିଲେ । ରାଜ୍ୟ ସରକାର ଏହି ଚିଠି ଉପରେ କିଛି ପଦକ୍ଷେପ ନନେଇ ଚୁପ୍ ବସିଯାଇଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ତାଗିଦ୍ ପରେ ଚଳିତମାସରେ ଏନେଇ ପ୍ରକ୍ରିୟା ଆରମ୍ଭ କରିବା ସହ ରାଜ୍ୟ ସମବାୟ ବ୍ୟାଙ୍କକୁ ରାଜ୍ୟରେ  ବ୍ୟାଙ୍କିଙ୍ଗ ସୁବିଧା ନଥିବା ଗାଁ ଗୁଡ଼ିକର ୫କିମି ବ୍ୟାସାର୍ଦ୍ଧ ପରିମିତ ଅଂଚଳରେ ବ୍ୟାଙ୍କିଙ୍ଗ ଶାଖା କିମ୍ବା କାଉଂଟର ଖୋଲିବା ନିମନ୍ତେ ପଦକ୍ଷେପ ନେବାକୁ ରାଜ୍ୟ ସରକାର କହିଛନ୍ତି । ତେବେ କେନ୍ଦ୍ର ସରକାର ବାରମ୍ବାର ମାଗିବା ସତ୍ତ୍ୱେ ବି ରାଜ୍ୟ ସରକାର ଏ ସଂକ୍ରାନ୍ତ ତଥ୍ୟ ଦେଇନଥିବା ଜଣାପଡ଼ିଛି ।

Also Read

ସୂଚନାଯୋଗ୍ୟ, ଗତ କିଛିବର୍ଷ ଧରି କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଫୋରମରେ ବାରମ୍ବାର ଦାବି କରି ଆସୁଥିଲେ । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ରିପୋର୍ଟ ଅନୁସାରେ ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ୬୭୯୮ଟି ପଂଚାୟତ ମଧ୍ୟରୁ ୨୫୦୨ଟି ପଂଚାୟତରେ ବ୍ୟାଙ୍କ ଶାଖା ଥିବାବେଳେ ୪୨୩୪ଟି ପଂଚାୟତରେ ବ୍ୟାଙ୍କିଙ୍ଗ ପ୍ରତିନିଧି କାମ କରୁଛନ୍ତି । ୧୩ଟି ପଂଚାୟତରେ ପୋଷ୍ଟାଲ ବ୍ୟାଙ୍କ କାମ କରୁଛି । ବାକି ୬୨ଟି ପଂଚାୟତରେ କୌଣସି ସୁବିଧା ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story