ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ଏନ୍‌କାଉଣ୍ଟର

ଭଦ୍ରକ (ପାର୍ଥସାରଥୀ ନାୟକ): ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ଏନ୍‌କାଉଣ୍ଟର ହୋଇଛି। ତା’ ଡାହାଣ ଗୋଡ଼ରେ ବାଜିଛି ଗୁଳି। ଅନ୍ୟପକ୍ଷରେ ବାପି ପାଣିର ଗୁଳିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଆଇଆଇସିଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗ୍ରାମାଞ୍ଚଳ ଥାନା ଚଢ଼େୟାଠାରେ ଡ଼କାୟତି ପାଇଁ ଉଦ୍ୟମ କରୁଥିଲା ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି। ଏ ସମ୍ପର୍କରେ ପୁଲିସ୍‌ […]

Bhadrak-Encounter

Bhadrak-Encounter

Manoranjan Sial
  • Published: Saturday, 13 November 2021
  • Updated: 07 March 2022, 12:20 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ଏନ୍‌କାଉଣ୍ଟର ହୋଇଛି। ତା’ ଡାହାଣ ଗୋଡ଼ରେ ବାଜିଛି ଗୁଳି। ଅନ୍ୟପକ୍ଷରେ ବାପି ପାଣିର ଗୁଳିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଆଇଆଇସିଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗ୍ରାମାଞ୍ଚଳ ଥାନା ଚଢ଼େୟାଠାରେ ଡ଼କାୟତି ପାଇଁ ଉଦ୍ୟମ କରୁଥିଲା ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି। ଏ ସମ୍ପର୍କରେ ପୁଲିସ୍‌ ଜାଣିପାରି ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ବାପି ପ୍ରଥମେ ଗୁଳି ଚଳାଇଥିଲା। ଫଳରେ ଆଇଆଇସି ଆଲୋକ ଜେନା ସମେତ ତିନି ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କ ହାତ ଓ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି।

ସେପଟରେ ପୁଲିସର ପାଲଟା ଏନ୍‌କାଉଣ୍ଟରରେ ବାପି ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ଗୁଳି ବାଜିବାରୁ ସେ ଧାଇଁ ପାରିନଲା। ପୁଲିସ ତାକୁ ମାଡ଼ି ବସିଥିଲା। ଗୁରୁତର ଅବସ୍ଥାରେ ପୁଲିସ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ନାଁରେ ବିଭିନ୍ନ ଥାନାରେ ରହିଛି ବହୁ ମାମଲା। ସେ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story