bear
Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶଟ୍ଡାଉନ୍ରେ ମଦ ବିକିବା ଅଭିଯୋଗରେ ଏକ ହୋଟେଲ ଆଣ୍ଡ ବାର୍ ସିଲ୍ ହୋଇଛି। ଭୁବନେଶ୍ୱରସ୍ଥିତ ଗ୍ୟାରେଜ୍ ଛକରେ ଏକ ହୋଟେଲ ଆଣ୍ଡ ବାର୍କୁ BMC ଓ ପୁଲିସର ମିଳିତ ସ୍କ୍ୱାଡ୍ ଚଢ଼ଉ କରି ସିଲ୍ କରିଛି।
Advertisment
ସୂଚନାଯୋଗ୍ୟ, କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଅଗଷ୍ଟ ମାସର ପ୍ରତି ଶନି ଓ ରବିବାର ଶଟ୍ଡାଉନ୍ ଘୋଷଣା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/bear-555888.jpg)