Advertisment

ବରଗଡ଼: ଗଛରେ ପିଟିଲା ବୋଲେରୋ, ୪ ମୃତ, ୮ ଆହତ

ବରଗଡ଼: ବରଗଡ଼-ବଲାଙ୍ଗୀର ରାସ୍ତାର ବାଲିଜୁରୀ ନିକଟରେ ଆଜି ଭୋରରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଗଛରେ ପିଟି ହୋଇଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତମାନେ ସମ୍ୱଲପୁର ଚିପିଲିମା ଗାଁର। ଏମାନେ ବରପାଲି ଶୀତଳଷଷ୍ଠୀ ଯାତ୍ରା ଦେଖି ଏକ ବୋଲେରୋ ଯୋଗେ ଚିପିଲିମା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବୋଲେରୋଟି ବାଲୁଜୁରୀ ଗାଁ ନିକଟ ବେହେରା କେନାଲ୍ ପାଖରେ ଭାରସାମ୍ୟ ହରାଇ ଏକ […]

ବରଗଡ଼: ଗଛରେ ପିଟିଲା ବୋଲେରୋ, ୪ ମୃତ, ୮ ଆହତ

badagada

Advertisment

ବରଗଡ଼: ବରଗଡ଼-ବଲାଙ୍ଗୀର ରାସ୍ତାର ବାଲିଜୁରୀ ନିକଟରେ ଆଜି ଭୋରରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଗଛରେ ପିଟି ହୋଇଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତମାନେ ସମ୍ୱଲପୁର ଚିପିଲିମା ଗାଁର।

Advertisment

ଏମାନେ ବରପାଲି ଶୀତଳଷଷ୍ଠୀ ଯାତ୍ରା ଦେଖି ଏକ ବୋଲେରୋ ଯୋଗେ ଚିପିଲିମା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବୋଲେରୋଟି ବାଲୁଜୁରୀ ଗାଁ ନିକଟ ବେହେରା କେନାଲ୍ ପାଖରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହେବା ସହ ୮ ଜଣ ଗୁରୁତର ଆହତ ହୋଇଥିଲେ। ଆହାତମାନଙ୍କୁ ପ୍ରଥମେ ବରଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ୪ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe