Advertisment

ଆଜି ପଦ୍ମପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Chief Minister Naveen Patnaik

Chief Minister Naveen Patnaik

Advertisment

ଆଜିପଦ୍ମପୁରଗସ୍ତରେଯାଉଛନ୍ତିମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକପଦ୍ମପୁର ଉପନିର୍ବାଚନପରେଏହାମୁଖ୍ୟମନ୍ତ୍ରୀଙ୍କପ୍ରଥମପଦ୍ମପୁରଗସ୍ତତେବେ ନିର୍ବାଚନପ୍ରଚାରବେଳେମୁଖ୍ୟମନ୍ତ୍ରୀଦେଇଥିବାପ୍ରତିଶ୍ରୁତିକୁନେଇଲୋକମାନେ ଆଶାବାନ୍ଧିବସିଛନ୍ତି। 

Advertisment

ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀଝାରବନ୍ଧ, ପାଇକମାଳପଦ୍ମପୁରରେହେବାକୁଥିବାସାଧାରଣସଭାରେ ଯୋଗଦେବାରକାର୍ଯ୍ୟକ୍ରମରହିଛିଉପନିର୍ବାଚନସମୟରେପଦ୍ମପୁରକୁ ଜିଲ୍ଲାମାନ୍ୟତାମିଳିବାନେଇଯେଉଁଦାବିଉଠିଥିଲାସେନେଇମୁଖ୍ୟମନ୍ତ୍ରୀକ’ଣ କହୁଛନ୍ତିତାରିଉପରେରହିଛିସମସ୍ତଙ୍କରନଜର

ଜିଲ୍ଲାକ୍ରିୟାନୁଷ୍ଠାନକମିଟି ଆବାହକ ଅଜିତକୁମାରଶତପଥୀ କହିଛନ୍ତି, ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ବିଜେଡି ତରଫରୁ ମଧ୍ୟ ବହୁ ପ୍ରତିଶ୍ରୁତି ଦିଆଯାଇଥିଲା। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ସେତେବେଳେ ରାଜ୍ୟ ସଭାପତି ଭାବେ କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏପରିକି ସେ ପଦ୍ମପୁର ନିର୍ବାଚନୀ ସଭାରେ ମଧ୍ୟ କହିଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ବିଶ୍ୱାସ କରି ସ୍ଥାନୀୟ ଲୋକ ତାଙ୍କ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ଦେଇଥିବା ଦାବି ପୂରଣ କରିବେ ବୋଲି ଲୋକଙ୍କ ମଧ୍ୟରେ ଆଶା ରରିଛୁ।

Advertisment
Baragarh Bjd Baragarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe