Advertisment

ସମ୍ବଲପୁର: ବାରହା ଆକ୍ରମଣରେ ମହିଳା ମୃତ, ୨ ଗୁରୁତର

ସମ୍ବଲପୁର: ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା  ସମୟରେ  ବାରହା ଆକ୍ରମଣରେ ସମ୍ୱଲପୁର ଜିଲ୍ଲାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ଆହତ ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ସ୍ୱର୍ଣ୍ଣ ଲତା ସାହୁ। ଆଜି ସକାଳେ ଯୁଯୁମରା ଥାନା ଅନ୍ତର୍ଗତ ହାତୀଦହଲା ଗାଁର ସ୍ୱର୍ଣ୍ଣ ଓ ଆଉ କିଛି ମହିଳାମାନେ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ସମୟରେ  ଜାଣି […]

betting

Advertisment

ସମ୍ବଲପୁର: ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା  ସମୟରେ  ବାରହା ଆକ୍ରମଣରେ ସମ୍ୱଲପୁର ଜିଲ୍ଲାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ଆହତ ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ସ୍ୱର୍ଣ୍ଣ ଲତା ସାହୁ।

Advertisment

ଆଜି ସକାଳେ ଯୁଯୁମରା ଥାନା ଅନ୍ତର୍ଗତ ହାତୀଦହଲା ଗାଁର ସ୍ୱର୍ଣ୍ଣ ଓ ଆଉ କିଛି ମହିଳାମାନେ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ସମୟରେ  ଜାଣି ନ ପାରି ଶୋଇଥିବା ଏକ ଜଙ୍ଗଲି ବାରହାର ନିକଟତର ହୋଇଯାଇଥିଲେ। ଫଳରେ ବାରହାଟି ମହିଳାମାନଙ୍କୁ ଆକ୍ରମଣ କରିଥିଲା।

ସେହିପରି ଜମନକିରା ଥାନା ଅନ୍ତର୍ଗତ ଗରିଆବାହାଲ ଜଙ୍ଗଲରେ କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା ଜଣେ ମହିଳା ଙ୍କୁ ଏକ ଜଙ୍ଗଲି ବାରହା ଆକ୍ରମଣ କରିବା ଯୋଗୁଁ ମୃତ୍ୟୁ ଘଟିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe