Advertisment

ଅଭିଶପ୍ତ ଆସନ ବରଗଡ଼

ସୁବଳ ସାହୁ, ସୁବାସ ଚୌହାନ, କିଶୋର ମହାନ୍ତି, ବିଜୟ ରଞ୍ଜନ ସିଂ ଏବଂ ଏବେ ନବ ଦାସ। ଗୋଟିଏ ସମୟରେ ରାଜନୀତିର ଶୀର୍ଷରେ ଥିଲେ ଏହିସବୁ ନେତା। ଆଗକୁ କ୍ୟାରିୟର ମଧ୍ୟ ଲମ୍ବା ଥିଲା। ମାତ୍ର ବିଭିନ୍ନ କାରଣ ବଶତଃ ଅସମୟରେ ଚାଲିଯାଇଛନ୍ତି ଏହିସବୁ କ୍ଷମତାଧାରୀ। କାହାକୁ ହତ୍ୟା କରାଯାଇଛି ତ ଆଉ କିଏ ଭିନ୍ନ କାରଣ ପାଇଁ ପ୍ରାଣ ହାରିଛନ୍ତି।

Advertisment
Naba Das Bargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe