Advertisment

ନୂଆଁଖାଇ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ସୁରେଶ ପୂଜାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଚିଠି ଲେଖିଛନ୍ତି । କରୋନା କଟକଣା ମାନି ନୂଆଁଖାଇ କିଭଳି ପାଳନ ହୋଇପାରିବ, ସେ କଥା ଶ୍ରୀ ପୂଜାରୀ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, “କରୋନା କଟକଣା ଓ ଗାଇଡଲାଇନ୍ ଅନୁସାରେ ନୂଆଁଖାଇ ନୀତିକାନ୍ତି ହେଉ। ରଥଯାତ୍ରା ସୁରୁଖୁରୁରେ ହେଲା ଭଳି ନୂଆଁଖାଇ ପାଳନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ।” ସାଂସଦ ସୁରେଶ […]

ଅଦ୍ୟତନ ହୋଇଛି
ନୂଆଁଖାଇ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ସୁରେଶ ପୂଜାରୀ

pujari

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଚିଠି ଲେଖିଛନ୍ତି । କରୋନା କଟକଣା ମାନି ନୂଆଁଖାଇ କିଭଳି ପାଳନ ହୋଇପାରିବ, ସେ କଥା ଶ୍ରୀ ପୂଜାରୀ ଚିଠିରେ ଉଲ୍ଲେଖ କରିଛନ୍ତି।

Advertisment

ସେ ଲେଖିଛନ୍ତି, “କରୋନା କଟକଣା ଓ ଗାଇଡଲାଇନ୍ ଅନୁସାରେ ନୂଆଁଖାଇ ନୀତିକାନ୍ତି ହେଉ। ରଥଯାତ୍ରା ସୁରୁଖୁରୁରେ ହେଲା ଭଳି ନୂଆଁଖାଇ ପାଳନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ।”

ସାଂସଦ ସୁରେଶ ପୂଜାରୀ ଆହୁରି ଲେଖିଛନ୍ତି, ଆବଶ୍ୟକ ସାମଗ୍ରୀ କିଣାବିକା ପାଇଁ ନୂଆଁଖାଇ ପୂର୍ବରୁ କଟକଣା କୋହଳ ହେଉ। ନୂଆଁଖାଇ ପାଇଁ ଗରିବ କଲ୍ୟାଣ ଯୋଜନାର ଟଙ୍କା ଆଗୁଆ ଦିଆଯାଉ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe