/odisha-reporter/media/post_attachments/uploads/2015/05/vlcsnap-2015-05-12-07h31m19s831.png)
jaganath daru
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ନିକଟ ଖରିପଡ଼ିଆରେ ଶ୍ରୀଜଗନ୍ନାଥଙ୍କ ଦାରୁ ଚଉପଟ କାର୍ଯ୍ୟରେ ବାଧା ସୃଷ୍ଟି କରିଛି କାଲିର କାଳବୌଶାଖୀ ବର୍ଷା। ଆଜି ଚଉପଟ ସରିବା ଆଶା କରାଯାଉଥିଲେ ବି ଗତକାଲି ପ୍ରବଳ ବର୍ଷା ହୋଇଥିବାରୁ ଏଥିରେ ବିଳମ୍ୱ ହେବାର ଆଶଙ୍କ। ରହିଛି। ସେପଟେ ସ୍ୱତନ୍ତ୍ର ଶଗଡ଼ି ନିର୍ମାଣ କାମ ବି ଜାରି ରହିଛି। ଏସବୁ କାମ ସରିବା ପରେ ଦାରୁଙ୍କୁ ପାଟ୍ଟବସ୍ତ୍ର ଆବରଣ କରି ଶଗଡ଼ିରେ ଶ୍ରୀକ୍ଷେତ୍ର ଅଭିମୁଖେ ନିଆଯିବ।ଗତ କିଛି ଦିନ ହେବ ଦିବ୍ୟଦାରୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଫ।ଟି ପଡୁଛି ରଘୁନାଥପୁର ଖରିପଡ଼ିଆ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
