Advertisment

ଭୁବନେଶ୍ୱର: ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରକୁ ଚଢ଼ିଗଲା କାର୍; ୨ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଶାସ୍ତ୍ରୀନଗର ଅଞ୍ଚଳରେ ଗତକାଲି ରାତିରେ ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରକୁ କାର୍ ଚଢ଼ିଯିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଲୋକମାନେ ଘେରିଯିବା ସହ ଗାଡିର ମାଲିକ ଯୁଧିଷ୍ଠିର ସ୍ୱାଇଁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗାଡ଼ିର ଡ୍ରାଇଭର୍  ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ମାଲିକଙ୍କୁ ଅଟକ ରଖି ତଦନ୍ତ କରୁଛି। […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର: ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରକୁ ଚଢ଼ିଗଲା କାର୍; ୨ ଆହତ

accident

Advertisment

bbsrଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଶାସ୍ତ୍ରୀନଗର ଅଞ୍ଚଳରେ ଗତକାଲି ରାତିରେ ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରକୁ କାର୍ ଚଢ଼ିଯିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଲୋକମାନେ ଘେରିଯିବା ସହ ଗାଡିର ମାଲିକ ଯୁଧିଷ୍ଠିର ସ୍ୱାଇଁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗାଡ଼ିର ଡ୍ରାଇଭର୍  ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ମାଲିକଙ୍କୁ ଅଟକ ରଖି ତଦନ୍ତ କରୁଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ODO2C6670 ନମ୍ୱର ଥିବା ଏହି ଇଣ୍ଡିଗୋ ବ୍ରହ୍ମଗିରିରୁ ଭୁବନେଶ୍ୱର ଶାସ୍ତ୍ରୀନଗର ଦେଇ ନହରକଣ୍ଟା ଯାଉଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe