ସ୍ମାର୍ଟ ସିଟିରେ ଘର ତିଆରି ପାଇଁ ଆସିବ ନୂଆ ନିୟମ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟିରେ ଘର ତିଆରି ପାଇଁ ନୂଆ ନିୟମ ଆସିବ। ଘର ତିଆରି ବେଳେ ଗାଡ଼ି ପାର୍କିଂ ଓ ଚିତ୍ତବିନୋଦନ ପାଇଁ ସ୍ଥାନ ରହିଛି କି ନାହିଁ ଦେଖାଯିବ। ଏ ନେଇ ବିଏମ୍‌ସି କାର୍ଯ୍ୟାଳୟରେ ବିଡିଏ ଓ ରାଜ୍ୟର ପ୍ରତିଷ୍ଠିତ ରିଅଲିଷ୍ଟେଷ୍ଟ କମ୍ପାନୀ ଓ ବିଲ୍ଡରମାନଙ୍କୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି। ନୂଆ ନିୟମ ପ୍ରଣୟନ ପୂର୍ବରୁ ବିଲ୍ଡର ଓ ଇଷ୍ଟେଟ କମ୍ପାନୀଙ୍କର ମତ ଲୋଡ଼ା ଯାଇଛି। ବ୍ୟକ୍ତିଗତ ଗୃହଠାରୁ ଆରମ୍ଭ […]

bmc-smate-city-plane

bmc-smate-city-plane

Rakesh Mallick
  • Published: Friday, 13 January 2017
  • Updated: 13 January 2017, 08:29 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟିରେ ଘର ତିଆରି ପାଇଁ ନୂଆ ନିୟମ ଆସିବ। ଘର ତିଆରି ବେଳେ ଗାଡ଼ି ପାର୍କିଂ ଓ ଚିତ୍ତବିନୋଦନ ପାଇଁ ସ୍ଥାନ ରହିଛି କି ନାହିଁ ଦେଖାଯିବ। ଏ ନେଇ ବିଏମ୍‌ସି କାର୍ଯ୍ୟାଳୟରେ ବିଡିଏ ଓ ରାଜ୍ୟର ପ୍ରତିଷ୍ଠିତ ରିଅଲିଷ୍ଟେଷ୍ଟ କମ୍ପାନୀ ଓ ବିଲ୍ଡରମାନଙ୍କୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି। ନୂଆ ନିୟମ ପ୍ରଣୟନ ପୂର୍ବରୁ ବିଲ୍ଡର ଓ ଇଷ୍ଟେଟ କମ୍ପାନୀଙ୍କର ମତ ଲୋଡ଼ା ଯାଇଛି।

ବ୍ୟକ୍ତିଗତ ଗୃହଠାରୁ ଆରମ୍ଭ କରି ଉଚ୍ଚ ଅଟ୍ଟାଳିକା ପର୍ଯ୍ୟନ୍ତ ଆବଶ୍ୟକୀୟ ଏନ୍‌ଓସି ପାଇଁ ନୂଆ ନିୟମ ହେବ। ଗ୍ରିନ୍‌ ବିଲ୍ଡିଂ ଓ ଏନର୍ଜି କଞ୍ଜପସନ୍‌ ଉପରେ ଗୁରୁତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story