Advertisment

ସ୍ମାର୍ଟ ସିଟିରେ ଘର ତିଆରି ପାଇଁ ଆସିବ ନୂଆ ନିୟମ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟିରେ ଘର ତିଆରି ପାଇଁ ନୂଆ ନିୟମ ଆସିବ। ଘର ତିଆରି ବେଳେ ଗାଡ଼ି ପାର୍କିଂ ଓ ଚିତ୍ତବିନୋଦନ ପାଇଁ ସ୍ଥାନ ରହିଛି କି ନାହିଁ ଦେଖାଯିବ। ଏ ନେଇ ବିଏମ୍‌ସି କାର୍ଯ୍ୟାଳୟରେ ବିଡିଏ ଓ ରାଜ୍ୟର ପ୍ରତିଷ୍ଠିତ ରିଅଲିଷ୍ଟେଷ୍ଟ କମ୍ପାନୀ ଓ ବିଲ୍ଡରମାନଙ୍କୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି। ନୂଆ ନିୟମ ପ୍ରଣୟନ ପୂର୍ବରୁ ବିଲ୍ଡର ଓ ଇଷ୍ଟେଟ କମ୍ପାନୀଙ୍କର ମତ ଲୋଡ଼ା ଯାଇଛି। ବ୍ୟକ୍ତିଗତ ଗୃହଠାରୁ ଆରମ୍ଭ […]

ସ୍ମାର୍ଟ ସିଟିରେ ଘର ତିଆରି ପାଇଁ ଆସିବ ନୂଆ ନିୟମ

bmc-smate-city-plane

Advertisment

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟିରେ ଘର ତିଆରି ପାଇଁ ନୂଆ ନିୟମ ଆସିବ। ଘର ତିଆରି ବେଳେ ଗାଡ଼ି ପାର୍କିଂ ଓ ଚିତ୍ତବିନୋଦନ ପାଇଁ ସ୍ଥାନ ରହିଛି କି ନାହିଁ ଦେଖାଯିବ। ଏ ନେଇ ବିଏମ୍‌ସି କାର୍ଯ୍ୟାଳୟରେ ବିଡିଏ ଓ ରାଜ୍ୟର ପ୍ରତିଷ୍ଠିତ ରିଅଲିଷ୍ଟେଷ୍ଟ କମ୍ପାନୀ ଓ ବିଲ୍ଡରମାନଙ୍କୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି। ନୂଆ ନିୟମ ପ୍ରଣୟନ ପୂର୍ବରୁ ବିଲ୍ଡର ଓ ଇଷ୍ଟେଟ କମ୍ପାନୀଙ୍କର ମତ ଲୋଡ଼ା ଯାଇଛି।

Advertisment

ବ୍ୟକ୍ତିଗତ ଗୃହଠାରୁ ଆରମ୍ଭ କରି ଉଚ୍ଚ ଅଟ୍ଟାଳିକା ପର୍ଯ୍ୟନ୍ତ ଆବଶ୍ୟକୀୟ ଏନ୍‌ଓସି ପାଇଁ ନୂଆ ନିୟମ ହେବ। ଗ୍ରିନ୍‌ ବିଲ୍ଡିଂ ଓ ଏନର୍ଜି କଞ୍ଜପସନ୍‌ ଉପରେ ଗୁରୁତ୍ୱ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe